ETV Bharat / city

ସ୍ବାଭିମାନ ଅଞ୍ଚଳ ଗସ୍ତବେଳେ ଡିଜିପିଙ୍କୁ ଭେଟିଲେ କଲେଜ ଛାତ୍ରୀ - ମାଲକାନଗିରି ସ୍ବାଭିମାନ ଅଞ୍ଚଳ

ସ୍ବାଭିମାନ ଅଞ୍ଚଳରେ ଦିନିକିଆ ଗସ୍ତରେ ପୋଲିସ ଡିଜିପି । ପୋଲିସ ଡିଜିପି ଶ୍ରୀ ଅଭୟ ଲୋକଙ୍କ ସହ ମିଶି ଆଲୋଚନା କରୁଥିବାବେଳେ ଜଣେ କଲେଜ ପଢୁଥିବା ଛାତ୍ରୀ ଡିଜିପି ଅଭୟଙ୍କୁ ବିକାଶମୂଳକ କାର୍ଯ୍ୟକୁ ନେଇ ପ୍ରଶ୍ନ ପଚାରିଛନ୍ତି । ଅଧିକ ପଢନ୍ତୁ...

ସ୍ବାଭିମାନ ଅଞ୍ଚଳରେ ଗସ୍ତବେଳେ ଡିଜିପିଙ୍କୁ ଭେଟିଲେ କଲେଜ ଝିଅ

author img

By

Published : Nov 8, 2020, 8:43 PM IST

ଭୁବନେଶ୍ବର: ମାଓ ଇଲାକାରେ ଡିଜିପିଙ୍କୁ ଭେଟିଲେ ବିଏ ଛାତ୍ରୀ । ରବିବାର ସ୍ବାଭିମାନ ଅଞ୍ଚଳରେ ଦିନିକିଆ ଗସ୍ତରେ ପୋଲିସ ଡିଜିପି । ମାଓଦମନ ବୈଠକ ,ସୁରକ୍ଷା ସ୍ଥିତି ସମୀକ୍ଷା କରିବା ସହ ଉନ୍ନୟନମୂଳକ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଛନ୍ତି । ଏହି ଗସ୍ତ ସମୟରେ ଡିଜିପିଙ୍କୁ ଜଣେ କଲେଜ ଛାତ୍ରୀ ବିକାଶମୂଳକ କାର୍ଯ୍ୟକୁ ନେଇ ପ୍ରଶ୍ନ କରିଛନ୍ତି ।

ସ୍ବାଭିମାନ ଅଞ୍ଚଳରେ ଗସ୍ତବେଳେ ଡିଜିପିଙ୍କୁ ଭେଟିଲେ କଲେଜ ଝିଅ

ସ୍ବାଭିମାନ ଅଞ୍ଚଳରେ ଦିନିକିଆ ଗସ୍ତରେ ପୋଲିସ ଡିଜିପି ଲୋକଙ୍କ ସହ ମିଶି ଆଲୋଚନା କରୁଥିବାବେଳେ ବାଲିମେଳାର ବିଏ ପଢୁଥିବା ଛାତ୍ରୀ ଡିଜିପି ଅଭୟଙ୍କୁ ବିକାଶମୂଳକ କାର୍ଯ୍ୟକୁ ନେଇ ପ୍ରଶ୍ନ ପଚାରିଛନ୍ତି । ସେ ତାଙ୍କ ଗ୍ରାମର ସ୍କୁଲ, ଅଙ୍ଗନବାଡି ସ୍ଥାପନ ପାଇଁ ଅନୁରୋଧ କରିଛନ୍ତି । ତେଣୁ ୨ଟି ସଂସ୍ଥାକୁ ପାଇଁ କାର୍ଯ୍ୟ ପାଇଁ ଅନୁମୋଦନ କରାଯାଇଛି । ଖୁବଶୀଘ୍ର ଏକ ସପ୍ତାହ ମଧ୍ୟରେ କାର୍ଯ୍ୟ ଆରମ୍ଭ ହେବ ବୋଲି ପୋଲିସ ଡିଜି ଉତ୍ତର ଦେଇଛନ୍ତି ।

ଏହି ଛାତ୍ରୀଙ୍କ ପ୍ରଶ୍ନକୁ ଡିଜିପି ଖୁବ ପ୍ରଶଂସା କରିଛନ୍ତି । ମାଓ ଉପଦୃତ ଅଞ୍ଚଳରେ ଲୋକମାନେ ବିକାଶ ମୂଳକ କାର୍ଯ୍ୟର ସାମିଲ ହେବା ପାଇଁ ଡିଜିପି ଆହ୍ବାନ କରିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.