ETV Bharat / city

ଗିରଫ ପରେ ଆୟୁଷ ନିର୍ଦ୍ଦେଶକ ନିଲମ୍ବିତ

author img

By

Published : Jul 22, 2020, 8:05 PM IST

ଗତ ୯ ତାରିଖରେ ଆୟୁଷ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡଙ୍ଗୀଙ୍କୁ ଗିରଫ କରାଯାଇଥିଲା । ବୁଧବାର ତାଙ୍କୁ ନିଲମ୍ବିତ କରାଯାଇଇଛି । ଅଧିକ ପଢନ୍ତୁ...

ଗିରଫ ପରେ ଆୟୁଷ ନିର୍ଦ୍ଦେଶକ ନିଲମ୍ବିତ
ଗିରଫ ପରେ ଆୟୁଷ ନିର୍ଦ୍ଦେଶକ ନିଲମ୍ବିତ

ଭୁବନେଶ୍ବର: ଆୟୁଷ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡଙ୍ଗୀ ନିଲମ୍ବିତ । ଜୁଲାଇ 9ରୁ ଏହି ଆଦେଶ ପିଛିଲା ଭାବେ ଲାଗୁ ହେବ । ସେବେଠାରୁ ତାଙ୍କୁ ନିଲମ୍ବନ କରାଯାଇଛି ବୋଲି ବିଜ୍ଞପ୍ତି ପ୍ରକାଶ କରିଛି ସାଧାରଣ ପ୍ରଶାସନ ବିଭାଗ ।

ଗିରଫ ପରେ ଆୟୁଷ ନିର୍ଦ୍ଦେଶକ ନିଲମ୍ବିତ
ଗିରଫ ପରେ ଆୟୁଷ ନିର୍ଦ୍ଦେଶକ ନିଲମ୍ବିତ

ଏହାସହ ବିନା ଅନୁମତିରେ ତାଙ୍କୁ ଭୁବନେଶ୍ବର ବାହାରକୁ ନଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୁଧବାର ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ପ୍ରକାଶ ଥାଉ କି ବିଭୁଙ୍କ ନାମରେ ଅସଦାଚରଣ ଅଭିଯୋଗ ଆସିଥିଲା ।

ଗତ ୯ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା । ନିଜ ଅଫିସର ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ମେସେଜ ପଠାଇଥିବା ଅଭିଯୋଗରେ ସେ ଗିରଫ ହୋଇଥିଲେ । ସବୁ ତଥ୍ୟକୁ ଯାଞ୍ଚ କରିବା ପରେ ଭୁବନେଶ୍ୱର ମହିଳା ଥାନା ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଥିଲା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.