ବିଧାନସଭାର ପ୍ରଶ୍ନକାଳ ଓ ଶୂନ୍ୟକାଳ ବାତିଲ । ଗାନ୍ଧୀଙ୍କ ଓଡିଶା ଆଗମନର 100 ବର୍ଷ ପୂର୍ତ୍ତି ଉପଲକ୍ଷେ ହେବ ସ୍ବତନ୍ତ୍ର ଆଲୋଚନା । ସେପଟେ ଆସନ୍ତାକାଲି ଯାଏ ବିଧାନସଭା ହେଲା ମୁଲତବୀ ।
ଆସନ୍ତାକାଲି ଯାଏ ବିଧାନସଭା ମୁଲତବୀ - ଓଡିଶା ବିଧାନସଭା ଅଧିବେଶନ ଖବର
![ଆସନ୍ତାକାଲି ଯାଏ ବିଧାନସଭା ମୁଲତବୀ Assembly session 10th day live update](https://etvbharatimages.akamaized.net/etvbharat/prod-images/768-512-11120170-thumbnail-3x2-assembly.jpg?imwidth=3840)
10:55 March 23
ବିଧାନସଭାର ପ୍ରଶ୍ନକାଳ ଓ ଶୂନ୍ୟକାଳ ବାତିଲ
09:55 March 23
ଗାନ୍ଧୀଙ୍କ ଆଗମନରେ 100 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଧାନସଭା ପରିସରରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
ଭୁବନେଶ୍ବର: ଆଜି ବିଧାନସଭା ଅଧିବେଶନର ଦଶମ ଦିନ । ଗାନ୍ଧୀଙ୍କ ଓଡିଶା ଆଗମନର 100 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଧାନସଭା ପରିସରରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ବିଧାନସଭା ସଦସ୍ୟ । ବାଚସ୍ପତି, ଉପବାଚସ୍ପତି, ବିରୋଧୀ ଦଳ ନେତା ପୁଷ୍ପ ଅର୍ପଣ କରିଛନ୍ତି । ଗାନ୍ଧୀଙ୍କ ଆଗମନ ଅବସରରେ ବିଧାନସଭାରେ ହେବ ସ୍ବତନ୍ତ୍ର ଆଲୋଚନା ।