ETV Bharat / city

ଆସନ୍ତାକାଲି ଯାଏ ବିଧାନସଭା ମୁଲତବୀ - ଓଡିଶା ବିଧାନସଭା ଅଧିବେଶନ ଖବର

Assembly session 10th day live update
ଗାନ୍ଧୀଙ୍କ ଆଗମନ 100 ବର୍ଷ,ବିଧାନସଭାରେ ହେବ ସ୍ବତନ୍ତ୍ର ଆଲୋଚନା
author img

By

Published : Mar 23, 2021, 10:54 AM IST

Updated : Mar 23, 2021, 6:45 PM IST

10:55 March 23

ବିଧାନସଭାର ପ୍ରଶ୍ନକାଳ ଓ ଶୂନ୍ୟକାଳ ବାତିଲ

ବିଧାନସଭାର ପ୍ରଶ୍ନକାଳ ଓ ଶୂନ୍ୟକାଳ ବାତିଲ । ଗାନ୍ଧୀଙ୍କ ଓଡିଶା ଆଗମନର 100 ବର୍ଷ ପୂର୍ତ୍ତି ଉପଲକ୍ଷେ ହେବ ସ୍ବତନ୍ତ୍ର ଆଲୋଚନା । ସେପଟେ ଆସନ୍ତାକାଲି ଯାଏ ବିଧାନସଭା ହେଲା ମୁଲତବୀ ।

09:55 March 23

ଗାନ୍ଧୀଙ୍କ ଆଗମନରେ 100 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଧାନସଭା ପରିସରରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଭୁବନେଶ୍ବର: ଆଜି ବିଧାନସଭା ଅଧିବେଶନର ଦଶମ ଦିନ । ଗାନ୍ଧୀଙ୍କ ଓଡିଶା ଆଗମନର 100 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଧାନସଭା ପରିସରରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ବିଧାନସଭା ସଦସ୍ୟ । ବାଚସ୍ପତି, ଉପବାଚସ୍ପତି, ବିରୋଧୀ ଦଳ ନେତା ପୁଷ୍ପ ଅର୍ପଣ କରିଛନ୍ତି । ଗାନ୍ଧୀଙ୍କ ଆଗମନ ଅବସରରେ ବିଧାନସଭାରେ ହେବ ସ୍ବତନ୍ତ୍ର ଆଲୋଚନା ।

Last Updated : Mar 23, 2021, 6:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.