ETV Bharat / city

ରାଜ୍ୟରେ 303 କୋରୋନା ଆକ୍ରାନ୍ତ ସୁସ୍ଥ

author img

By

Published : Jul 8, 2020, 7:04 PM IST

ରାଜ୍ୟ ପାଇଁ ଏକ ଆଶ୍ବସ୍ତିକର ଖବର । ବୁଧବାର ରାଜ୍ୟରେ 303 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ..

ରାଜ୍ୟରେ 303 କୋରୋନା ଆକ୍ରାନ୍ତ ସୁସ୍ଥ
ରାଜ୍ୟରେ 303 କୋରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ରାଜ୍ୟରେ କୋରୋନାରୁ ସୁସ୍ଥ ହେଲେ 303 । ବୁଧବାର ରାଜ୍ୟରେ 303 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହା ରାଜ୍ୟ ପାଇଁ ଏକ ଆଶ୍ବସ୍ତିକର ଖବର । ତେବେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ 7006 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଏବେ ରାଜ୍ୟରେ 23ଟି ଜିଲ୍ଲାରେ 303 ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗଞ୍ଜାମରେ 120, ଯାଜପୁରରେ 46, ଖୋର୍ଦ୍ଧାରେ 28, କଟକରେ 21, କେନ୍ଦୁଝରରେ 16, ନୟାଗଡରେ 14, ନବରଙ୍ଗପୁରରେ 9, ପୁରୀରେ 7, ବରଗଡରେ 6, ଢେଙ୍କାନାଳ, ଝାସୁଗୁଡ଼ା ଓ ମୟୂରଭଞ୍ଜରେ 5, ଅନୁଗୁଳ, ନୂଆପଡାରେ 4, ବାଲେଶ୍ବର, କେନ୍ଦ୍ରାପଡା, ସମ୍ବଲପୁରରେ 3, ବଲାଙ୍ଗିର, ଜଗତସିଂହପୁର, କୋରାପୁଟ, ମାଲକାନଗିରିରେ ଜଣେ ଲେଖାଁଏ ସୁସ୍ଥ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.