ETV Bharat / city

ସୁସ୍ଥ ହେଲେ ଆଉ 1243 ସଂକ୍ରମିତ - ସୁସ୍ଥ ହେଲେ ଆଉ 1243 ସଂକ୍ରମିତ

ରାଜ୍ୟରୁ ସୁସ୍ଥ ହେଲେ ଆଉ 1243 ଜଣ କୋରୋନା ସଂକ୍ରମିତ । ଅଧିକ ପଢନ୍ତୁ...

ସୁସ୍ଥ ହେଲେ ଆଉ 1243 ସଂକ୍ରମିତ
ସୁସ୍ଥ ହେଲେ ଆଉ 1243 ସଂକ୍ରମିତ
author img

By

Published : Aug 13, 2021, 9:44 PM IST

ଭୁବନେଶ୍ବର: ସୁସ୍ଥ ହେଲେ ଆଉ 1,243 ଜଣ କୋରୋନା ସଂକ୍ରମିତ । ଶୁକ୍ରବାର ରାଜ୍ୟରେ 1,243 ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସୁସ୍ଥସଂଖ୍ୟା ସର୍ବାଧିକ 410 ରହିଛି । ଆଜିର ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥସଂଖ୍ୟା 9 ଲକ୍ଷ 75 ହଜାର 999ରେ ପହଞ୍ଚିଛି ।

  • Another 1243 Covid patients have recovered and are being discharged on 13.08.2021

    410 from Khordha
    147 from Cuttack
    86 from Jajapur
    70 from Baleswar
    62 from Jagatsinghpur
    55 from Puri
    54 from Nayagarh
    47 from Bhadrak
    41 from Mayurbhanj
    33 from Anugul
    32 from Kendrapara

    — H & FW Dept Odisha (@HFWOdisha) August 13, 2021 " class="align-text-top noRightClick twitterSection" data=" ">

ତେବେ ଖୋର୍ଦ୍ଧା ପରେ କଟକ ଜିଲ୍ଲାରୁ ସର୍ବାଧିକ 147 ସୁସ୍ଥ ହୋଇଛନ୍ତି । ସେହିପରି ଯାଜପୁରରୁ 86, ବାଲେଶ୍ବରରୁ 70, ଜଗତସିଂହପୁରରୁ 62, ପୁରୀରୁ 55, ନୟାଗଡରୁ 54, ଭଦ୍ରକରୁ 47, ମୟୂରଭଞ୍ଜରୁ 41, ଅନୁଗୋଳରୁ 33, କେନ୍ଦ୍ରାପଡାରୁ 32, ସମ୍ବଲପୁରରୁ 19, ରାୟଗଡାରୁ 18, କେନ୍ଦୁଝରରୁ 17, ସୁନ୍ଦରଗଡରୁ 16, କୋରାପୁଟରୁ 9, ଢେଙ୍କାନାଳରୁ 7, କନ୍ଧମାଳରୁ 5, ବୌଦ୍ଧରୁ 4, ଗଜପତିରୁ 4, ଗଞ୍ଜାମରୁ 4, କଳାହାଣ୍ଡିରୁ 4, ନବରଙ୍ଗପୁରରୁ 4, ନୂଆପଡାରୁ 4, ଝାରସୁଗୁଡାରୁ 2, ମାଲକାନଗିରିରୁ 2, ସୋନପୁରରୁ 2 ଓ ଦେବଗଡରୁ ଜଣେ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଷ୍ଟେଟପୁଲ ସୁସ୍ଥସଂଖ୍ୟା 84 ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.