ETV Bharat / city

24 ଘଣ୍ଟାରେ ରାଜ୍ୟରୁ 10781 ରେକର୍ଡ ସଂଖ୍ୟକ କୋରୋନା ଆକ୍ରାନ୍ତ ସୁସ୍ଥ

author img

By

Published : May 15, 2021, 7:31 PM IST

ରାଜ୍ୟରୁ ସୁସ୍ଥ ହେଲେ ଆଉ 10781 କୋରୋନା ଆକ୍ରାନ୍ତ । ରେକର୍ଡ ସଂଖ୍ୟକ କୋଭିଡ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଲେ । ଅଧିକ ପଢନ୍ତୁ...

24 ଘଣ୍ଟାରେ ରାଜ୍ୟରୁ 10781 ରେର୍କଡ ସଂଖ୍ୟକ କୋରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି ରାଜ୍ୟରେ 10781 ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ 1605 ଜଣ ଖୋର୍ଦ୍ଧାରୁ ସୁସ୍ଥ ହୋଇଛନ୍ତି । ତେବେ ଏମାନଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା 5 ଲକ୍ଷ 2 ହଜାର 455 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆଜି ଦିନକରେ କୋରୋନାରୁ ସୁସ୍ଥ ହେଲେ 10781 । ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ 966, ପୁରୀରୁ 366, ସୁନ୍ଦରଗଡ଼ରୁ 1186, ଅନୁଗୋଳରୁ 557, ବଲାଙ୍ଗୀରରୁ 258, ଝାରସୁଗୁଡ଼ାରୁ 422, ନୂଆପଡ଼ାରୁ 256, ବରଗଡ଼ରୁ 530, ନବରଙ୍ଗପୁରରୁ 342, ସମ୍ବଲପୁରରୁ 458, ଯାଜପୁରରୁ 177, କଳାହାଣ୍ଡିରୁ 566, ମୟୂରଭଞ୍ଜରୁ 257, ରାୟଗଡ଼ାରୁ 131, ଗଞ୍ଜାମରୁ 285, କେନ୍ଦୁଝରରୁ 206, ନୟାଗଡ଼ରୁ 267, ସୋନପୁରରୁ 144, ଜଗତସିଂହପୁରରୁ 147, କୋରାପୁଟରୁ 218, ବାଲେଶ୍ବରରୁ 97, ଭଦ୍ରକରୁ 157, ଗଜପତିରୁ 91, କେନ୍ଦ୍ରାପଡ଼ାରୁ 143, ଦେବଗଡ଼ରୁ 110, କନ୍ଧମାଳରୁ 76, ମାଲକାନଗିରିରୁ 67, ଢ଼େଙ୍କାନାଳରୁ 163, ବୌଦ୍ଧରୁ 251 ଓ ଷ୍ଟେଟ୍‌ ପୁଲ୍‌ରୁ 282 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆଜି ଦିନକରେ କୋରୋନାରୁ ସୁସ୍ଥ ହେଲେ 10781 । ତେବେ ଅନ୍ୟପଟେ ଆଜିର ସୁସ୍ଥଙ୍କ ସଂଖ୍ୟାକୁ ମିଶାଇ ରାଜ୍ୟରେ 5 ଲକ୍ଷ ପାର୍ କରିଛି ସୁସ୍ଥଙ୍କ ସଂଖ୍ୟା । ସେପଟେ ମୋଟ 5 ଲକ୍ଷ 2 ହଜାର 455 ଜଣ କୋରୋନାରୁ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.