ETV Bharat / city

ବିଶ୍ବ ଦରବାରରେ ଓଡିଆ ପୁଅର ପ୍ରସ୍ତୁତ ଫିଲ୍ମ ‘ୱେଲକମ ଅନ ବୋର୍ଡ’

author img

By

Published : Dec 11, 2019, 9:01 AM IST

Updated : Dec 11, 2019, 10:45 AM IST

ସିଙ୍ଗାପୁର ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ଓଡ଼ିଆ ପୁଅ ପ୍ରସ୍ତୁତ କରିଥିବା ଫିଚର ଫିଲ୍ମ ‘ୱେଲକମ ଅନ ବୋର୍ଡ’। ଅଧିକ ପଢନ୍ତୁ...

film-represent-at-singapore
ବିଶ୍ବ ଦରବାରରେ ଓଡିଆ ପୁଅର ପ୍ରସ୍ତୁତ ଫିଲ୍ମ

ଭୁବନେଶ୍ବର: ବିଦେଶରେ ଚମକିବେ ଓଡିଆ ପୁଅ । ସିଙ୍ଗାପୁର ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ଓଡ଼ିଆ ପୁଅ ପ୍ରସ୍ତୁତ କରିଥିବା ଫିଚର ଫିଲ୍ମ।

ବିଶ୍ବ ଦରବାରରେ ଓଡିଆ ପୁଅର ପ୍ରସ୍ତୁତ ଫିଲ୍ମ ‘ୱେଲକମ ଅନ ବୋର୍ଡ’

ଏହି ଫିଲ୍ମର ନାମ ରହିଛି 'ୱେଲକମ ଅନ ବୋର୍ଡ'। ଯାହାକୁ ତିଆରି କରିଛନ୍ତି ଓଡ଼ିଆ ପୁଅ ମହମ୍ମଦ ମୋସିମ୍। ଫିଲ୍ମଟି ମହିଳାଙ୍କ ଜୀବନଧାରା ଉପରେ ତିଆରି ହୋଇଛି । ଏହା ଆଗାମୀ ସିଙ୍ଗାପୁର ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବାକୁ ଯାଉଛି। କେଉଁପରି ସମାଜରେ ଜଣେ ମହିଳା କିଛି ନୂଆ କରିବାକୁ ଗଲେ ତାଙ୍କୁ ସଙ୍ଘର୍ଷ କରିବାକୁ ହୋଇଥାଏ ସେନେଇ ଫିଲ୍ମଟି ଗତିଶୀଳ ହୋଇଛି ।

ବିଶେଷ କରି 4 ଜଣ ମହିଳାଙ୍କ ଉପରେ ଆଧାରିତ ଏହି ଫିଚର ଫିଲ୍ମଟିର ସମୟ ସୀମା 90 ମିନିଟ୍‌ ରହିଛି। ଚଳଚ୍ଚିତ୍ରଟି ହିନ୍ଦୀ ଓ ଇଂରାଜୀ ଭାଷାରେ ମିଶ୍ରଣ ଅର୍ଥାତ ହିଂଲିସ(Hinglish)ରେ ନିର୍ମାଣ କରାଯାଇଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଓଡ଼ିଆ ପୁଅ ତିଆରି କରିଥିବା ଫିଚର ଫିଲ୍ମ ସିଙ୍ଗାପୁର ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲ ରେ ପ୍ରଦର୍ଶିତ ହେବ ।

ଯାହାର ନାଁ ରହିଛି ୱେଲକମ ଅନ ବୋର୍ଡ। ଯାହାକୁ ତିଆରି କରିଛନ୍ତି ଓଡ଼ିଆ ପୁଅ ମହମ୍ମଦ ମୋସିମ। ମହିଳା ଙ୍କ ଜୀବନ ଧାରା ଉପରେ ତିଆରି ହୋଇ ଥିବା ଏହି ଫିଲ୍ମ ଟି ଆଗାମୀ ସିଙ୍ଗାପୁର ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲ ରେ ପ୍ରଦର୍ଶିତ ହେବା କୁ ଯାଉଛି। କେମିତି ସମାଜ ରେ ଜଣେ ମହିଳା ମାନେ କିଛି ନୂଆ କରିବା କୁ ଗଲେ ତାଙ୍କୁ ସଂଘର୍ଷ କରିବା କୁ ପଡେ ତା ଉପରେ ଚଳଚ୍ଚିତ୍ର ର କାହାଣୀ ରହିଥିବାର କହିଛନ୍ତି ନିଦେଶକ ମହମ୍ମଦ ମୋସିମ।4 ଜଣ ମହିଳା ଙ୍କ ଉପରେ ଖାସ କରି ଆଧାରିତ ଏହି ଫିଚର ଫିଲ୍ମ ଟି 90 ମିନିଟ ର ରହିଛି। ଫିଲ୍ମ ଟି ବର୍ତ୍ତମାନ ହିନ୍ଦୀ ଓ ଇଂରାଜୀ ଭାଷା ରେ ମିଶା ମିଶି ରହି ଥିବାର ସୂଚନା ମିଳିଛି।

ବାଇଟ ମହମ୍ମଦ ମୋସିମ।
ଚଳଚ୍ଚିତ୍ର ନିର୍ଦେଶକ

Body:ଓଡ଼ିଆ ପୁଅ ତିଆରି କରିଥିବା ଫିଚର ଫିଲ୍ମ ସିଙ୍ଗାପୁର ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲ ରେ ପ୍ରଦର୍ଶିତ ହେବ ।

ଯାହାର ନାଁ ରହିଛି ୱେଲକମ ଅନ ବୋର୍ଡ। ଯାହାକୁ ତିଆରି କରିଛନ୍ତି ଓଡ଼ିଆ ପୁଅ ମହମ୍ମଦ ମୋସିମ। ମହିଳା ଙ୍କ ଜୀବନ ଧାରା ଉପରେ ତିଆରି ହୋଇ ଥିବା ଏହି ଫିଲ୍ମ ଟି ଆଗାମୀ ସିଙ୍ଗାପୁର ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲ ରେ ପ୍ରଦର୍ଶିତ ହେବା କୁ ଯାଉଛି। କେମିତି ସମାଜ ରେ ଜଣେ ମହିଳା ମାନେ କିଛି ନୂଆ କରିବା କୁ ଗଲେ ତାଙ୍କୁ ସଂଘର୍ଷ କରିବା କୁ ପଡେ ତା ଉପରେ ଚଳଚ୍ଚିତ୍ର ର କାହାଣୀ ରହିଥିବାର କହିଛନ୍ତି ନିଦେଶକ ମହମ୍ମଦ ମୋସିମ।4 ଜଣ ମହିଳା ଙ୍କ ଉପରେ ଖାସ କରି ଆଧାରିତ ଏହି ଫିଚର ଫିଲ୍ମ ଟି 90 ମିନିଟ ର ରହିଛି। ଫିଲ୍ମ ଟି ବର୍ତ୍ତମାନ ହିନ୍ଦୀ ଓ ଇଂରାଜୀ ଭାଷା ରେ ମିଶା ମିଶି ରହି ଥିବାର ସୂଚନା ମିଳିଛି।

ବାଇଟ ମହମ୍ମଦ ମୋସିମ।
ଚଳଚ୍ଚିତ୍ର ନିର୍ଦେଶକ

Conclusion:
Last Updated : Dec 11, 2019, 10:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.