ETV Bharat / city

ନାଟକ 'ହେ ସ୍ରଷ୍ଟା' ରେ ଫୁଟି ଉଠିଲା କୃଷକଙ୍କ ଦୁଃଖ - a farmer strugle life seen in acting

ଭୁବନେଶ୍ବର ସ୍ଥିତ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଏହି ନାଟକ ପରିବେଷଣ କରାଯାଇଛି । ନାଟ୍ୟ ସଙ୍ଘର ନିୟମିତ ନାଟକ କାର୍ଯ୍ୟକ୍ରମରେ ଭୁବନେଶ୍ବରର ପଞ୍ଚଧ୍ବନୀ ନାଟ୍ୟ ପରିଷଦ ପକ୍ଷରୁ ଏହାକୁ କରାଯାଇଛି ।

rabindra mandap
ନାଟକରେ ଫୁଟି ଉଠିଲା କୃଷକଙ୍କ ଦୁଃଖ
author img

By

Published : Dec 9, 2019, 4:24 AM IST

ଭୁବନେଶ୍ବର: 'ଜୟ ଯବାନ ଜୟ କିଷାନ'କୁ ନେଇ ଏହି ସ୍ଲୋଗାନ ସମସ୍ତଙ୍କୁ ଅବଗତ । ମାତ୍ର ଏହି ସ୍ଲୋଗାନରେ କୃଷକ ଓ ଯବାନ ମାନଙ୍କ ଅବଦାନ କଥା କୁହାଯାଉ ଥିବାବେଳେ ଯେତିକି ସମ୍ମାନ ଓ ଆଦର ଜଣେ ସୈନିକକୁ ମିଳେ, ସେହି ସ୍ଥାନରେ ଜଣେ କୃଷକ ସବୁବେଳେ ଉପକ୍ଷିତ ହୁଏ । ଯାହାକୁ ନାଟକ 'ହେ ସ୍ରଷ୍ଟା' ଦ୍ବାରା ନିଖୁଣ ଭାବରେ ବର୍ଣ୍ଣନା କରାଯାଇଛି ।

ନାଟକରେ ଫୁଟି ଉଠିଲା କୃଷକଙ୍କ ଦୁଃଖ

ଭୁବନେଶ୍ବର ସ୍ଥିତ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଏହି ନାଟକ ପରିବେଷଣ କରାଯାଇଛି । ନାଟ୍ୟ ସଙ୍ଘର ନିୟମିତ ନାଟକ କାର୍ଯ୍ୟକ୍ରମରେ ଭୁବନେଶ୍ବରର ପଞ୍ଚଧ୍ବନୀ ନାଟ୍ୟ ପରିଷଦ ପକ୍ଷରୁ ଏହାକୁ କରାଯାଇଛି । ଏହି ନାଟକର ସ୍ରଷ୍ଟା ନାଟ୍ୟକାର ପଞ୍ଚାନନ ଦାସ ହୋଇଥିବାବେଳେ ଏହାକୁ ନିର୍ଦ୍ଦେଶନା ଦ୍ବାରା ରୁଦ୍ଧିମନ୍ତ କରିଛନ୍ତି ଦୀପ୍ତିରଞ୍ଜନ ଦାସ ।

ଏହି ନାଟକଟି ପ୍ରେକ୍ଷାଳୟରେ ଉପସ୍ଥିତ ଦର୍ଶକଙ୍କୁ ମନୋରଞ୍ଜନ ଦେବା ସହିତ କୃଷକର ଦୁଃଖ ଓ ସମାଜର କୃଷକ ପ୍ରତି ଅବହେଳାକୁ ଖୁବ ନିଖୁଣ ଭାବେ ମଞ୍ଚରେ ଉପସ୍ଥାପନ କରାଯାଇଥିଲା ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Intro:ଜୟ ଯବାନ ଜୟ କିଷାନ ଦେଶରେ କୃଷକ ଓ ଯବାନ ମାନଙ୍କ ଅବଦାନ କୁ ମନେପକାଇବାକୁ ଏକ ସ୍ଲୋଗାନ ଅଟେ।କିନ୍ତୁ ବାସ୍ତବରେ ଆମ ଦେଶରେ ସୈନିକ ମାନଙ୍କୁ ଯେଉଁଭଳି ସମ୍ମାନ ଆଦର ମିଳେ କୃଷକଙ୍କୁ ସେପରି ମିଳେ ନାହିଁ।ପ୍ରତି କ୍ଷେତ୍ରରେ କିପରି ସେ ଉପେକ୍ଷିତ ହେବା ସହ ନିଜ ସାହି ,ପଡିଶା ଏପରିକି ନିଜ ପରିବାରର ପିଲା ଛୁଆଙ୍କ ଦ୍ୱାରା ଲାଞ୍ଚିତ ହେବାକୁ ପଡେ।ଯାହା ନାଟକ ହେ ସ୍ରଷ୍ଟା ଦ୍ୱାରା ନିଖୁଣ ଭାବରେ ବର୍ଣ୍ଣନା କରାଯାଇଛି।

Body:ସ୍ଥାନୀୟ ରବୀନ୍ଦ୍ରମଣ୍ଡପ ଠାରେ ନାଟ୍ୟ ସଙ୍ଘର ନିୟମିତ ନାଟକ କାର୍ଯ୍ୟକ୍ରମରେ ଭୁବନେଶ୍ୱର ର ପଞ୍ଚଧ୍ୱନି ନାଟ୍ୟ ପରିଷଦ ପକ୍ଷରୁ ପରିବେଷିତ ଏହି ନାଟକ ମାଧ୍ୟମରେ କୁହାଯାଇଛି।ଏହି ନାଟକ ହେ ସ୍ରଷ୍ଟାର ସ୍ରଷ୍ଟା ହେଉଛନ୍ତି ନାଟ୍ୟକାର ପଞ୍ଚାନନ ଦାସ ଏବଂ ଏହାକୁ ନିଜର ନିର୍ଦେଶନା ଦ୍ୱାରା ରୁଦ୍ଧିମନ୍ତ କରିଛନ୍ତି ଦୀପ୍ତିରଞ୍ଜନ ଦାସ।ଏହି ନାଟକଟି ପ୍ରେକ୍ଷାଳୟରେ ଉପସ୍ଥିତ ଦର୍ଶକଙ୍କୁ ମନୋରଞ୍ଜନ ଦେବା ସହିତ କୃଷକ ର ଦୁଃଖ ଓ ସମାଜର କୃଷକ ପ୍ରତି ଅବହେଳାର ନିଦର୍ଶନ ଅଟେ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.