ETV Bharat / city

ରାଜ୍ୟରେ ବଢୁଛି କୋରୋନା ମୃତ୍ୟୁହାର, 24 ଘଣ୍ଟାରେ 9 ମୃତ

author img

By

Published : Nov 2, 2020, 11:55 AM IST

ସୋମବାର ମହାମାରୀ କୋରୋନା 9 ଜଣଙ୍କ ଜୀବନ ନେଇଛି । ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1340କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ରାଜ୍ୟରେ ବଢୁଛି କୋରୋନା ମୃତ୍ୟୁହାର, 24 ଘଣ୍ଟାରେ 9 ମୃତ
ରାଜ୍ୟରେ ବଢୁଛି କୋରୋନା ମୃତ୍ୟୁହାର, 24 ଘଣ୍ଟାରେ 9 ମୃତ

ଭୁବନେଶ୍ବର: ରାଜ୍ୟରେ ପୁଣି ଗଡିଲା ମୁଣ୍ଡ । ସୋମବାର ମହାମାରୀ କୋରୋନା 9 ଜଣଙ୍କ ଜୀବନ ନେଇଛି । ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1340କୁ ବୃଦ୍ଧି ପାଇଛି ।

ମୃତ 9 ଜଣଙ୍କ ମଧ୍ୟରେ ସୁନ୍ଦରଗଡର ଜଣେ 58 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ 2 ଜଣ 73 ଓ 70 ବର୍ଷୀୟ ବୃଦ୍ଧ ଅଛନ୍ତି । ସେହିପରି ସମ୍ବଲପୁରର 48 ବର୍ଷୀୟ ପୁରୁଷ, ଭୁବନେଶ୍ବରର 79 ବର୍ଷୀୟ ବୃଦ୍ଧ, କନ୍ଧମାଳର 60 ବର୍ଷୀୟ ବୃଦ୍ଧା, କଟକର 61 ବର୍ଷୀୟ ବୃଦ୍ଧ, ପୁରୀରର 60 ବର୍ଷୀୟ ବୃଦ୍ଧ ଏବଂ ସୁବର୍ଣ୍ଣପୁରର 50 ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ଘଟିଛି । ତେବେ ସମସ୍ତ ମୃତକ କୋରୋନା ବ୍ୟତୀତ ଅନ୍ୟ ରୋଗରେ ପୀଡିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.