ETV Bharat / city

ଆଜି କୋରୋନାରେ 9 ମୃତ, ରାଜ୍ୟରେ ମୃତ୍ୟୁ ସଂଖ୍ୟା 300 ପାର - ଆଜି କୋରୋନାରେ 9 ମୃତ

ରାଜ୍ୟରେ ମୃତ୍ୟୁ ହାରରେ ଲାଗୁନି ବ୍ରେକ୍‌ । ଆଜି ପୁଣି କୋରୋନା ନେଲା 9 ଜୀବନ । ଆଜିକୁ ମିଶାଇ ମୃତ୍ୟୁ ସଂଖ୍ୟା 305କୁ ବୃଦ୍ଧି ।

ଆଜି କୋରୋନାରେ 9 ମୃତ, ମୃତ୍ୟୁ ସଂଖ୍ୟା 305 କୁ ବୃଦ୍ଧି

author img

By

Published : Aug 12, 2020, 12:08 PM IST

ଭୁବନେଶ୍ୱର: ରାଜ୍ୟରେ ମୃତ୍ୟୁ ହାରରେ ଲାଗୁନି ବ୍ରେକ୍‌ । ଆଜି ପୁଣି କୋରୋନା ନେଲା 9 ଜୀବନ । ଆଜକୁ ମିଶାଇ ମୃତ୍ୟୁ ସଂଖ୍ୟା 305କୁ ବୃଦ୍ଧି ।

ଅନୁଗୋଳରେ 44 ବର୍ଷୀୟ ମହିଳା, ବାଲେଶ୍ୱରରୁ 38 ବର୍ଷୀୟ ପୁରୁଷ, ଗଞ୍ଜାମରୁ 57 ବର୍ଷୀୟ ପୁରୁଷ, 48 ବର୍ଷୀୟ ମହିଳା, 57 ବର୍ଷୀୟ ପୁରୁଷ, 74 ବର୍ଷୀୟ ମହିଳା, ଖୋର୍ଦ୍ଧାରୁ 58 ବର୍ଷୀୟ ପୁରୁଷ, ରାୟଗାଡରୁ ଦୁଇ ଜଣ 65 ବର୍ଷୀୟ ପୁରୁଷ କୋରୋନାରେ ପ୍ରାଣ ହରାଇଛନ୍ତି । ସମସ୍ତ ମୃତକ ଅନ୍ୟାନ୍ୟ ରୋଗରେ ପୀଡିତ ଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ଆଜି ଦିନକରେ 1876 ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ 1182 ଓ ସ୍ଥାନୀୟ ଅଞ୍ଚଳରୁ 694 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା 50, 672କୁ ବୃଦ୍ଧି ପାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.