ETV Bharat / city

82 ପ୍ରକଳ୍ପ ମାଧ୍ୟମରେ 1.07 ଲକ୍ଷ ହେକ୍ଟର ଜମିକୁ ଜଳସେଚନ ଲକ୍ଷ୍ୟ: ରଘୁନନ୍ଦନ ଦାସ - 82 Mega irrigation  project

ରାଜ୍ୟରେ ୨୦୨୦ ମାର୍ଚ୍ଚ ସୁଦ୍ଧା  ୮୨ଟି ମେଗା ଉଠା ଜଳସେଚନ ପ୍ରକଳ୍ପ ଶେଷ ହେବ ବୋଲି ସୂଚନା ଦେଇଛନ୍ତି । ବାବଦରେ 2681.73 କୋଟି ଟଙ୍କା ଖର୍ଚ୍ଚ ହୋଇସାରିଲାଣି । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 1, 2019, 2:32 PM IST

Updated : Aug 1, 2019, 2:45 PM IST

ଭୁବନେଶ୍ବର: ଜଳସେଚନ ନେଇ ବିଧାନସଭାରେ ପ୍ରଶ୍ନକାଳରେ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସୂଚନା । ରାଜ୍ୟରେ ୨୦୨୦ ମାର୍ଚ୍ଚ ସୁଦ୍ଧା ୮୨ଟି ମେଗା ଉଠା ଜଳସେଚନ ପ୍ରକଳ୍ପ ଶେଷ ହେବ ବୋଲି ସୂଚନା ଦେଇଛନ୍ତି । ବାବଦରେ 2681.73 କୋଟି ଟଙ୍କା ଖର୍ଚ୍ଚ ହୋଇସାରିଲାଣି । ଗୃହରେ ସୂଚନା ଦେଲେ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ । ଏହାଦ୍ବାରା ରାଜ୍ୟର ୧ ଲକ୍ଷରୁ ଊର୍ଦ୍ଧ୍ବ ହେକ୍ଟର ଚାଷଜମି ଜଳସେଚିତ ହେବା ନେଇ ମନ୍ତ୍ରୀଙ୍କ ସୂଚନା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏଥି ସମେତ ରାଜ୍ୟ ସରକାର ମୋଟ 92ଟି ମେଗା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ପାଖାପାଖି 1ଲକ୍ଷ 7316 ହେକ୍ଟର ଅଧିକ ଚାଷ ଜମିକୁ ଜଳସେଚନ ହୋଇପାରିବ କଥା କହିଛନ୍ତି । ଏହାସହ 64ଟି ସ୍କିମରେ ଜଳ ଯୋଗାଣ କରାଯାଉଥିବା କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro: ରାଜ୍ୟ ସରକାର ଆସନ୍ତା 2020 ମାର୍ଚ୍ଚ ସୁଦ୍ଧା 82ଟି ଉଠା ମେଗା ଜଳସେଚନ ପ୍ରକଳ୍ପ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏ ବାବଦରେ 2681.73 କୋଟି ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ଏହାଦ୍ୱାରା ପ୍ରାୟ 1 ଲକ୍ଷ ହେକ୍ଟର ଚାଷଜମି ଜଳସେଚନ ହେବ। ଏହିପରି ମୋଟ 92ଟି ପ୍ରକଳ୍ପ ହେବ। ପାଖାପାଖି 1ଲକ୍ଷ 7316 ହେକ୍ଟର ଚାଷ ଜମିକୁ ଜଳସେଚନ ହୋଇପାରିବ। ଗୃହରେ ସୂଚନା ଦେଲେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ।ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି ସେ ନେଇ ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ରାଜେନ୍ଦ୍ର ସାହୁ। ଉତ୍ତରରେ ଏହା କହିଛନ୍ତି ମନ୍ତ୍ରୀ।Body:ବଦଳିବେ ଜିଲ୍ଲା ଯୋଜନା ବୋର୍ଡ଼ ଅଧକ୍ଷ। ଖୁବଶୀଘ୍ର ନାମ ପ୍ରକାଶ କରିବେ ସରକାର। ସୂଚନା ଦେଲେ ଯୋଜନା ସଂଯୋଜନା ମନ୍ତ୍ରୀ। ଜିଲ୍ଲା ଯୋଜନା କମିଟିର ଗଠନ ଖୁବଶୀଘ ହେବ। ପ୍ରକ୍ରିୟା ଆରମ୍ଭ ହୋଇଛି। କମିଟି ଯାହା ନିଷ୍ପତ୍ତି ନିଏ ତାହା ଆଲୋଚନା ହୁଏ।ବିଧାୟକ ପାଣ୍ଠି ବଢାଇବାକୁ ଦାବି ନେଇ ବିଚାର ହେଉଛି ବୋଲି ଗୃହରେ ଉତ୍ତର ରଖିଛନ୍ତି ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା ଏନେଇ ଉଭୟ ଶାସକ ଓ ବିରୋଧୀ ବିଧାୟକ ଏନେଇ ସ୍ୱର ଉଠାଇ ଥିଲେ।
ବାଇଟ ପଦ୍ମନାଭ ବେହେରା, ଯୋଜନା ଓ ସଂଯୋଜନା ମନ୍ତ୍ରୀ
ବାଇଟ ପ୍ରଦୀପ ମହାରଥୀ, ବିଜେଡି ବିଧାୟକ
Conclusion:null
Last Updated : Aug 1, 2019, 2:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.