ETV Bharat / city

ରାଜ୍ୟରେ ସୁସ୍ଥ ହେଲେ 6488 କୋରୋନା ସଂକ୍ରମିତ

author img

By

Published : May 3, 2021, 9:18 PM IST

6488 ଜଣ କୋରୋନା ରୋଗୀ ସୁସ୍ଥ । ରାଜ୍ୟରେ ସର୍ବମୋଟ 4ଲକ୍ଷ 4ହଜାର 63ରେ ପହଞ୍ଚିଲା ସୁସ୍ଥଙ୍କ ସଂଖ୍ୟା । ଅଧିକ ପଢନ୍ତୁ...

ରାଜ୍ୟରେ ସୁସ୍ଥ ହେଲେ 6488 କୋରୋନା ସଂକ୍ରମିତ
ରାଜ୍ୟରେ ସୁସ୍ଥ ହେଲେ 6488 କୋରୋନା ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ଆଉ ଏହି ସଂକ୍ରମଣରେ ହଜାର ହଜାର ଲୋକେ ସଂକ୍ରମିତ ହୋଇ ରାଜ୍ୟର ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।

ରାଜ୍ୟର ବିଭିନ୍ନ ଜିଲ୍ଲାରୁ 6488 ଜଣ କୋରୋନା ରୋଗୀ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବାବେଳେ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ରାଜ୍ୟରେ ସୁସ୍ଥ ହେଲେ 6488 କୋରୋନା ସଂକ୍ରମିତ
ରାଜ୍ୟରେ ସୁସ୍ଥ ହେଲେ 6488 କୋରୋନା ସଂକ୍ରମିତ

ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ 1185, ସୁନ୍ଦରଗଡରୁ 786 , ନୂଆପଡାରୁ 514 , କଳାହାଣ୍ଡିରୁ 358 , କଟକରୁ 336 , ଯାଜପୁରରୁ 320 , ନବରଙ୍ଗପୁରରୁ 294 , ଝାରସୁଗୁଡାରୁ 283 , ବରଗଡରୁ 282 , ବଲାଙ୍ଗୀରରୁ 189 , ପୁରୀରୁ 179, ଗଞ୍ଜାମରୁ 176 , ସମ୍ବଲପୁରରୁ 174 , ମୟୂରଭଞ୍ଜରୁ 158 , କେନ୍ଦୁଝରରୁ 150 , ରାୟଗଡାରୁ 109 , ଗଜପତିରୁ 93 , ନୟାଗଡରୁ 93 , ଜଗତସିଂହପୁର 81 , ସୋନପୁର 75 , କୋରାପୁଟରୁ 60 , ବାଲେଶ୍ବରରୁ 53 , ଅନୁଗାେଳରୁ 52 , କେନ୍ଦ୍ରାପଡାରୁ 46 , ଭଦ୍ରକରୁ 41 , ଢେଙ୍କାନାଳରୁ 34 , ଦେବଗଡରୁ 27 , କନ୍ଧମାଳରୁ 26 , ମାଲକାନଗିରିରୁ 26 , ବୌଦ୍ଧରୁ 24 ଏବଂ ରାଜ୍ୟ ପୁଲରୁ 264 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟରେ ସର୍ବମୋଟ 4ଲକ୍ଷ 4ହଜାର 63ରେ ପହଞ୍ଚିଛି ସୁସ୍ଥଙ୍କ ସଂଖ୍ୟା ।

ରାଜ୍ୟରେ ସୁସ୍ଥ ହେଲେ 6488 କୋରୋନା ସଂକ୍ରମିତ
ରାଜ୍ୟରେ ସୁସ୍ଥ ହେଲେ 6488 କୋରୋନା ସଂକ୍ରମିତ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.