ETV Bharat / city

ଛାତ୍ରଛାତ୍ରୀଙ୍କ ସହ ଦୀପାବଳି ପାଳିଲେ 5T ସଚିବ

author img

By

Published : Oct 27, 2019, 10:10 PM IST

କଳିଙ୍ଗ ଷ୍ଟାଡିୟମରେ ଥିବା ସ୍ପୋର୍ଟସ ହଷ୍ଟେଲରେ ଦୀପାବଳି ପାଳିଛନ୍ତି ‘5ଟି’ ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ। ଏହି ଅବସରରେ ପିଲାଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସହ ରାତ୍ରୀ ଭୋଜନ କରିଛନ୍ତି।

ଡିଜାଇନ ଫଟୋ

ଭୁବନେଶ୍ବର: ରବିବାର କଳିଙ୍ଗ ଷ୍ଟାଡିୟମରେ ଥିବା ସ୍ପୋର୍ଟସ ହଷ୍ଟେଲରେ ଦୀପାବଳି ପାଳିଛନ୍ତି ‘5ଟି’ ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ । ଏହି ଅବସରରେ ପିଲାଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସହ ରାତ୍ରୀ ଭୋଜନ କରିଛନ୍ତି। ସ୍ପୋର୍ଟସ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରି ସେମାନଙ୍କର ସମସ୍ୟା ବିଷୟରେ ପଚାରି ବୁଝିଛନ୍ତି ସେ। ପ୍ରଶାସନିକ ଅଧିକାରୀମାନେ ଦୀପାବଳି ଘରେ ନ ପାଳି ବିଭିନ୍ନ ଦିବ୍ୟାଙ୍ଗ ଓ ଅନାଥାଶ୍ରମରେ ପାଳିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଆଜି କଳିଙ୍ଗ ଷ୍ଟାଡିୟମ ରେ ଥିବି ସ୍ପୋର୍ଟସ ହଷ୍ଟେଲ ରେ ଦୀପାବଳି ପାଳିଲେ ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ । ଏହା ସହ ପିଲମାନଙ୍କୁ ଦୀପାବଳି ର ଶୁଭେଚ୍ଛା ଜଣାଇବା ସହ ଡିନର କରିଥିଲେ ୫ଟି ସଚିବ ।Body:ଏହା ସହ ସ୍ପୋଟସ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ଆଲୋଚନା କରିଥିଲେ ।ସେମାନଙ୍କୁ ସମସ୍ୟା ବିଷୟରେ ପଚାରି ବୁଝିଥିଲେ ପାଣ୍ଡିଆନ୍
Conclusion:ଦୀପାବଳି ଘରେ ନ ପାଳି ବିଭିନ୍ନ ଦିବ୍ୟାଙ୍ଗ ଓ ଅନାଥାଶ୍ରମ ମାନଙ୍କରେ ପାଳିବାକୁ ନିର୍ଦେଶ ଦେଇଥିଲେ । ସେମାନଙ୍କ ସହିତ ମିଶିବା ସହ ତାଙ୍କ ମୁହଁରେ ହସ ଫୁଟାଇବା ପ୍ରକୃତ ଆନନ୍ଦ ବାଣ୍ଟିବାର ଥାାଏ ବୋଲିି ମୁଖ୍ୟମନ୍ତ୍ରୀ କହିଥିିଲେ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.