ETV Bharat / city

5 ଜିଲ୍ଲାକୁ ମାଓ ମୁକ୍ତ ଘୋଷଣା କଲେ ରାଜ୍ୟ ସରକାର - 5 ଜିଲ୍ଲା ପୁଣି ମାଓ ମୁକ୍ତ ଘୋଷଣା

5 ଜିଲ୍ଲାକୁ ନକ୍ସଲ ମୁକ୍ତ ଘୋଷଣା କଲେ ରାଜ୍ୟ ସରକାର

author img

By

Published : Jul 10, 2020, 11:29 AM IST

Updated : Jul 10, 2020, 11:40 AM IST

10:35 July 10

ମାଓ ପ୍ରବଣ ତାଲିକାରୁ 5 ଜିଲ୍ଲାକୁ ମାଓମୁକ୍ତ ଘୋଷଣା । ଟ୍ବିଟ କରି ସୂଚନା ଦେଲେ ପୋଲିସ ଡିଜିପି ।

5 ଜିଲ୍ଲାକୁ ନକ୍ସଲ ମୁକ୍ତ ଘୋଷଣା କଲେ ରାଜ୍ୟ ସରକାର
5 ଜିଲ୍ଲାକୁ ନକ୍ସଲ ମୁକ୍ତ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ବର: ମାଓପ୍ରବଣ ଜିଲ୍ଲା ତାଲିକାରୁ ହଟିଲା 5 ଜିଲ୍ଲାର ନାମ । ଟ୍ବିଟ ଯୋଗ ସୂଚନା ଦେଲେ ଡିଜିପି ଅଭୟ । 2012 ରେ ରାଜ୍ୟରେ 19ଟି ଜିଲ୍ଲା ମାଓ ଅଧ୍ୟୁଷିତ ଥିଲା । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ସମାନ୍ତରଳ ଭାବରେ ସେଠାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।  

2018 ଏପ୍ରିଲ ମଧ୍ୟ 6ଟି ଜିଲ୍ଲାକୁ ନକ୍ସଲ ମୁକ୍ତ ଘୋଷଣା କରାଯାଇଥିଲା । ସେଗୁଡିକ ହେଲା ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଓ ଗଞ୍ଜାମ । ଏହି ଜିଲ୍ଲାଗୁଡିକ କେନ୍ଦ୍ର ସରକାରଙ୍କ ସୁରକ୍ଷା ସମ୍ପର୍କୀତ ବ୍ୟୟ ତାଲିକାରୁ ବାଦ ପଡିଥିଲା । ଆଜି ମାଓ ମୁକ୍ତ ଘୋଷଣା ହୋଇଥିବା 5 ଜିଲ୍ଲାଗୁଡିକ ହେଲା ଅନୁଗୋଳ, ବୌଦ୍ଧ, ସମ୍ବଲପୁର, ଦେବଗଡ ଓ ନୟାଗଡ । ଏହାକୁ ମିଶାଇ 11ଟି ଜିଲ୍ଲା ନକ୍ସଲ ମୁକ୍ତ ହୋଇଛି । ଗତ 2 ବର୍ଷରେ ଏହି ସଫଳତା ରାଜ୍ୟ ସରକାରଙ୍କୁ ମିଳିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, କଟକରୁ ପ୍ରଭୁକଲ୍ୟାଣ ପାଲ ଇଟିଭି ଭାରତ

Last Updated : Jul 10, 2020, 11:40 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.