ETV Bharat / city

ଓଡ଼ିଶାକୁ କୋରୋନା ଭୟ: ପୁନେ ପଠାଗଲା ୫ରକ୍ତ ନମୁନା

ଓଡ଼ିଶାକୁ ଘାରିଛି କୋରୋନା ଭୟ । ଏନଆଇଭି ପୁନେକୁ ପଠାଗଲା 5ଜଣଙ୍କ ରକ୍ତ ନମୁନା । ଏହା ସହ ସମସ୍ତ ଜିଲ୍ଲାପାଳ ଓ ସିଡିଏମଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟଶାସନ ସଚିବ । ଅଧିକ ପଢନ୍ତୁ...

author img

By

Published : Feb 1, 2020, 3:05 PM IST

Updated : Feb 1, 2020, 5:02 PM IST

ଓଡ଼ିଶାକୁ କୋରନା ଭୟ : ପୁନେ ପଠାଗଲା ୫ରକ୍ତ ନମୁନା
ଓଡ଼ିଶାକୁ କୋରନା ଭୟ : ପୁନେ ପଠାଗଲା ୫ରକ୍ତ ନମୁନା

ଭୁବନେଶ୍ବର: ଓଡ଼ିଶାରେ କୋରୋନା ଭୟ । ଏନଆଇଭି ପୁନେକୁ ପଠାଗଲା 5ଜଣଙ୍କ ରକ୍ତ ନମୁନା । ସେପଟେ ଫୁଲବାଣୀର ଡାକ୍ତରୀ ଛାତ୍ରଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିବାବେଳେ, ଅନ୍ୟ 4ଜଣକୁ ହୋମ ଆଇସୋଲେସନରେ ରଖାଯାଇଛି। ଏନେଇ ମୁଖ୍ୟ ଶାସନ ସଚିବ ଭିଡିଓ କନଫରେନ୍ସ ଜରିଆରେ ଜିଲ୍ଲାପାଳ ଓ ସିଡିଏମଓଙ୍କ ଅବଗତ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ଏହା ସହ କୋରୋନା ଭାଇରସକୁ ନେଇ ସଚେତନ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ, ଏହି ଭାଇରାସ ପାଇଁ ଏ ପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନାହିଁ । ରୋଗୀ ଅତ୍ୟଧିକ ଗୁରୁତର ହେବାର ମଧ୍ୟ ଆଶଙ୍କା କମ ରହିଛି । ବୁଧବାର ଲୋକସଭା ଭବନରେ ମୁଖ୍ୟଶାସନ ସଚିବ ସମସ୍ତ ଜିଲ୍ଲାପାଳ ଓ ସିଡିଏମଓଙ୍କ ସହ କୋରୋନା ଭାଇରସ ମୁକାବିଲା ପ୍ରସ୍ତୁତିର ସମୀକ୍ଷା ପରେ ସୂଚନା ଦେଇଛନ୍ତି ଡିଏମଇଟି ଡା.ବିକେ ମହାନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ବର୍ତ୍ତମାନ ରାଜ୍ୟରେ 5 ଜଣଙ୍କର ବ୍ଲଡ ସାମ୍ପୁଲ ଏନ୍ଆଇଭି , ପୁନେକୁ ପଠାଯାଇଛି| ଏମାନଙ୍କ ଭିତରୁ ଫୁଲବାଣୀର ଡାକ୍ତରୀ ଛାତ୍ରଙ୍କୁ ଏସସିବିରେ ରଖାଯାଇଛି| ଅନ୍ୟ 4ଜଣଙ୍କୁ ହୋମ୍ ଆଇସୋଲେସନ୍ ରେ ରଖାଯାଇଛି| ମୁଖ୍ୟ ଶାସନ ସଚିବ ଭିଡିଓ କନଫରେନ୍ସ ଜରିଆରେ ଜିଲ୍ଲାପାଳ ଓ ସିଡିଏମ୍ଓ ସେନସିଟାଇଜ୍ କଲେ| Body:କରୋନା ଭାଇରସ୍ ସଚେତନା ରହିବା ଲାଗି ନିର୍ଦ୍ଦେଶ ଦେଲେ| ଏପର୍ଯନ୍ତ କୌଣସି ନିର୍ଦ୍ଦିଷ୍ଟ ଔଷଧ ନାହିଁ| କିନ୍ତୁ ରୋଗୀ ସିରିୟସ ହେବା ର ଚାନସ୍ ନଗନ୍ୟConclusion:ଲୋକସେବା ଭବନରେ ମୁଖ୍ୟଶାସନ ସଚିବ ସବୁ ଜିଲ୍ଲାପାଳ ଓ ସିଡିଏମ୍ଓଙ୍କ ସହ କୋରୋନା ଭାଇରସ୍ ମୁକାବିଲା ପ୍ରସ୍ତୁତିର ସମୀକ୍ଷା ପରେ ଏହି ସୂଚନା ଦେଲେ ଡିଏମ୍ଇଟି ଡା. ସିବିକେ ମହାନ୍ତି|

ବାଇଟ...ଡିଏମ୍ଇଟି ଡା.ବିକେ ମହାନ୍ତି
Last Updated : Feb 1, 2020, 5:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.