ETV Bharat / city

ଦିନକରେ ରାଜ୍ୟରୁ 4098 କୋରୋନା ଆକ୍ରାନ୍ତ ସୁସ୍ଥ

author img

By

Published : Apr 27, 2021, 9:18 PM IST

ରାଜ୍ୟରୁ ଗୋଟିଏ ଦିନରେ ସୁସ୍ଥ ହେଲେ 4 ହଜାର 89 ଜଣ କୋରୋନା ଆକ୍ରାନ୍ତ । ଅଧିକ ପଢନ୍ତୁ....

ଦିନକରେ ରାଜ୍ୟରୁ 4098 କୋରୋନା ଆକ୍ରାନ୍ତ ସୁସ୍ଥ
ଦିନକରେ ରାଜ୍ୟରୁ 4098 କୋରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ରାଜ୍ୟରୁ ଆଜି(ମଙ୍ଗଳବାର) 4 ହଜାର 89 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 337 ଜଣ ନୂଆ ଆକ୍ରାନ୍ତ ସୁସ୍ଥ ହୋଇ ଥିବାବେଳେ ସୁନ୍ଦରଗଡରୁ 337 ଜଣ କୋରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

ସେହିପରି କଳାହାଣ୍ଡିରୁ 323, ଝାରସୁଗୁଡାରୁ 253, ନୂଆପଡାରୁ 251, ପୁରୀରୁ 219, ବରଗଡରୁ 202, ସମ୍ବଲପୁରରୁ 198, କଟକରୁ 193, ବଲାଙ୍ଗୀରରୁ 169, ନବରଙ୍ଗପୁରରୁ 129, ଗଞ୍ଜାମରୁ 107, ମୟୂରଭଞ୍ଜରୁ 100 ବାଲେଶ୍ବରରୁ 98, କେନ୍ଦୁଝରରୁ 93, ଯାଜପୁରରୁ 90, ରାୟଗଡାରୁ 71, ନୟାଗଡରୁ 57, ଗଜପତିରୁ 51, ଅନୁଗୋଳରୁ 46, ସୋନପୁରରୁ 43, ଜଗତସିଂହପୁରରୁ 38, କେନ୍ଦ୍ରାପଡାରୁ 29, ଭଦ୍ରକରୁ 27, କୋରାପୁଟରୁ 26 ଏବଂ ଦେବଗଡରୁ 25 ଲେଖାଏଁ ନୂଆ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି କନ୍ଧମାଳରୁ 18, ମାଲକାନଗିରିରୁ 18, ବୌଦ୍ଧରୁ 13, ଢେଙ୍କାନାଳ 8 ଏବଂ ଷ୍ଟେଟ୍ ପୁଲରୁ 155 ଜଣ ସୁସ୍ଥ ହୋଇଛନ୍ତି ।

ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 3,71,200 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.