ETV Bharat / city

2020ରେ ନିଲାମ ହେବ 40 ଖଣି - 40 mines auctioned

ରାଜ୍ୟରେ ୨୦୨୦ ମାର୍ଚ୍ଚ ମାସ ସୁଦ୍ଧା ମୋଟ ୪୦ଟି ଖଣି ନିଲାମ କରାଯିବ । ଏନେଇ ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ସୂଚନା ଦେଇଛନ୍ତି ।

ଫାଇଲ ଫଟୋ
author img

By

Published : Sep 17, 2019, 7:14 PM IST

ଭୁବନେଶ୍ବର: ନିଲାମ ହେବ ଖଣି । ଆଗାମୀ 2020 ମାର୍ଚ୍ଚ ସୁଦ୍ଧା 40ଟି ଖଣିକୁ ନିଲାମ କରାଯିବ । ଏନେଇ ସୂଚନା ଦେଇଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

2020 ମାର୍ଚ୍ଚ ସୁଦ୍ଧା 24 ଖଣିର ନିଲାମ ଅବଧି ଶେଷ ହେଉଛି । ତେଣୁ ଏହାକୁ ନିଲାମ କରାଯିବ । ସେହିପରି ପ୍ରଥମଥର ପାଇଁ 16ଟି ଖଣିର ମଧ୍ୟ ନିଲାମ କରାଯିବ । ବର୍ତ୍ତମାନ ସୁଦ୍ଧା 7ଟି ଖଣିର ନିଲାମ ସରିଛି । ନିଲାମ ଯୋଗୁଁ କଞ୍ଚାମାଲ ଯୋଗାଣ ପ୍ରଭାବିତ ନ ହେବା ସହ ଅନ୍ୟକାମ ଉପରେ ମଧ୍ୟ ପ୍ରଭାବ ପଡିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ରାଜ୍ୟରେ ୨୦୨୦ ମାର୍ଚ୍ଚ ମାସ ସୁଦ୍ଧା ମୋଟ ୪୦ଟି ଖଣିର ନିଲାମ କରାଯିବ । ଏନେଇ ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫ୍ଲୁଲ ମଲ୍ଲିକ ସୂଚନା ଦେଇଛନ୍ତି ।
୨୦୨୦ରେ ନିଲାମ ଅବଧି ସରୁଥିବାରୁ ମାର୍ଚ୍ଚ ସୁଦ୍ଧା ୨୪ଖଣିର ନିଲାମ ହେବ । Body:ଆଉ ୧୬ଟି ଖଣିର ମଧ୍ୟ ପ୍ରଥମ ଥର ନିଲାମ କରାଯିବ । ଏବେ ୭ଟି ଖଣିର ନିୟମ କରାଯାଇଛି । ଏଥିରେ କଞ୍ଚାମାଲ ଯୋଗାଣ ପ୍ରଭାବିତ ହେବ ନାହିଁ ।ଅନ୍ୟ କମ୍ପାନୀ ଉପରେ ମଧ୍ୟ ଏହା ପ୍ରଭାବ ପଡିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

Conclusion:୨ବର୍ଷ ଧରି ରାଜସ୍ୱ ବୃଦ୍ଧି ପାଉଛି ବୋଲି ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫ୍ଲୁଲ ମଲ୍ଲିକ ସୂଚନା ଦେଇଛନ୍ତି ।ଏଥିରେ ୨୬ଟି ଆଇରନ୍ ଓର ଖଣି ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ଏହା ମାର୍ଚ୍ଚ ମାସ ସୁଦ୍ଧାଶେଷ ହେବ ବୋଲି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.