ETV Bharat / city

ରାଜ୍ୟରେ ତଳମୁହାଁ କୋରୋନା ଗ୍ରାଫ, ଦିନକରେ ଚିହ୍ନଟ ହେଲେ 368 ନୂଆ ଆକ୍ରାନ୍ତ - ଓଡିଶା କୋରୋନା ନ୍ୟୁଜ

ସୋମବାର ରାଜ୍ୟରୁ 368 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନ ସେଣ୍ଟରରୁ 212 ଓ ସ୍ଥାନୀୟ ଅଞ୍ଚଳରୁ 156 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଆଜି ରାଜ୍ୟରୁ ଚିହ୍ନଟ ହେଲେ 368 ନୂଆ ଆକ୍ରାନ୍ତ

author img

By

Published : Dec 7, 2020, 12:26 PM IST

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କମୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହି କ୍ରମରେ ସୋମବାର ରାଜ୍ୟରୁ 368 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନ ସେଣ୍ଟରରୁ 212 ଓ ସ୍ଥାନୀୟ ଅଞ୍ଚଳରୁ 156 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

27 ଟି ଜିଲ୍ଲାରେ ମୋଟ 368 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ସର୍ବାଧିକ 49 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ 26, ପୁରୀରୁ 18, ସମ୍ବଲପୁରରୁ 11, ରାୟଗଡାରୁ 1, ଦେଓଗଡରୁ 1, ଢେଙ୍କାନାଳରୁ 4, ଗଞ୍ଜାମରୁ6, ଜଗତସିଂହପୁରରୁ 8, ଯାଜପୁରରୁ ,ଝାରସୁଗୁଡାରୁ 6 , କଳାହାଣ୍ଡିରୁ 6, କନ୍ଧମାଳରୁ 2, କେନ୍ଦ୍ରାପଡାରୁ 5, କେନ୍ଦୁଝରରୁ 22, ସୁନ୍ଦରଗଡରୁ 45, କୋରାପୁଟରୁ 4, ମାଲକାନଗିରିରୁ 1, ମୟୂରଭଞ୍ଜରୁ 24, ନୟାଗଡରୁ5, ନୂଆପଡାରୁ 5 ଏବଂ ଷ୍ଟେଟ ପୋଲରୁ 10 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 3 ଲକ୍ଷ 21 ହଜାର 564 ହୋଇଥିବାବେଳେ 3 ଲକ୍ଷ 15 ହଜାର 840 ଜଣ ସୁସ୍ଥ ହୋଇଛନ୍ତି । ସେପଟେ 3 ହଜାର 893ଟି ସକ୍ରିୟ ମାମଲା ରହିଛି । ମୋଟ ମୃତ୍ୟୁ ସଂଖ୍ୟା 1778ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.