ETV Bharat / city

କୋରୋନାରେ ଆରୋଗ୍ୟ ହେଲେ 3607, ଖୋର୍ଦ୍ଧାରେ ସର୍ବାଧିକ ସୁସ୍ଥ - highest recover case in khurda

ଗୋଟିଏ ଦିନରେ ରାଜ୍ୟରେ 3607 ଜଣ ଆରୋଗ୍ୟ ହୋଇଛନ୍ତି । ଏପଟେ ରାଜ୍ୟରେ ସର୍ବାଧିକ ସୁସ୍ଥ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାରେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରୋନାରେ ଆରୋଗ୍ୟ ହେଲେ 3607
କୋରୋନାରେ ଆରୋଗ୍ୟ ହେଲେ 3607
author img

By

Published : Sep 17, 2020, 10:30 PM IST

ଭୁବନେଶ୍ବର: ଗୋଟିଏ ଦିନରେ ରାଜ୍ୟରେ 3607 ଜଣ ଆରୋଗ୍ୟ ହୋଇଛନ୍ତି । ଏପଟେ ରାଜ୍ୟରେ ସର୍ବାଧିକ ସୁସ୍ଥ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାରେ । ରାଜ୍ୟରେ ସୁସ୍ଥ ସଂଖ୍ୟା ଏକ ଲକ୍ଷ ପାର ହୋଇଥିବାବେଳେ ଗୁରୁବାର 30ଟି ଜିଲ୍ଲାରେ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି ।

ତେବେ ଖୋର୍ଦ୍ଧାରେ ସର୍ବାଧିକ 1037 ଜଣ ଆରୋଗ୍ୟ ହୋଇଥିବାବେଳେ କଟକରେ 299, ପୁରୀରେ 415, ବଲାଙ୍ଗିରରେ 140, ମୟୂରଭଞ୍ଜରେ 128, ଯାଜପୁରରେ 127, ବାଲେଶ୍ୱରରେ 112, ସୁନ୍ଦରଗଡରେ 107, ଜଗତସିଂହପୁରରେ 105, ନବରଙ୍ଗପୁରରେ 104, ସୋନପୁରରେ 100, ବରଗଡରେ 84, କେନ୍ଦ୍ରାପଡାରେ 84, ଝାରସୁଗୁଡ଼ାରେ 82, ରାୟଗଡାରେ 80, ଗଞ୍ଜାମ ଓ କୋରାପୁଟରେ 75 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ସେହିପରି ସମ୍ବଲପୁରରେ 71, ନୟାଗଡରେ 55, ଭଦ୍ରକରେ 54, ନୂଆପଡାରେ 44, କେନ୍ଦୁଝରରେ 43, ମାଲକାନଗିରିରେ 37, ବୌଦ୍ଧରେ 30, ଢେଙ୍କାନାଳରେ 28, ଗଜପତିରେ 26, କଳାହାଣ୍ଡିରେ 19, ଦେବଗଡ଼ରେ 18, କନ୍ଧମାଳରେ 16, ଅନୁଗୋଳରେ 12 ଜଣ ସୁସ୍ଥ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 133466 ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.