ବିଧାନସଭାରେ ଅଚଳାବସ୍ଥା ଜାରି, ପୁଣି 30 ମିନିଟ ପାଇଁ ମୁଲତବୀ ହେଲା ଗୃହ ।
ପୁଣି 30 ମିନିଟ ପାଇଁ ମୁଲତବୀ ହେଲା ଗୃହ - ବିଧାନସଭା ବଜେଟ ଅଧିବେଶନ

16:46 March 15
ପୁଣି 30 ମିନିଟ ପାଇଁ ମୁଲତବୀ ହେଲା ଗୃହ
11:54 March 15
ବିଧାନସଭାରେ ଅଚଳାବସ୍ଥା ଜାରି, ଅପରାହ୍ନ 4ଟା ଯାଏ ଗୃହ ମୁଲତବୀ
ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି । ଗୃହରେ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଫଳରେ ଗୃହକୁ ଅପରାହ୍ନ 4ଟା ଯାଏ ମୁଲତବୀ ରଖିଛନ୍ତି ବାଚସ୍ପତି ।
11:41 March 15
ମୁଲତବୀ ପରେ ବିଧାନସଭା ଆରମ୍ଭରୁ ପୁଣି ଅଚଳ, 15 ମିନିଟ ଯାଏ ଗୃହ ମୁଲତବୀ
ଗୃହରେ ଅଚଳାବସ୍ଥା ଜାରି । ଶାସକ-ବିରୋଧୀ ମୁହାଁମୁହିଁ । ପ୍ରଥମେ 11ଟା 30 ପରେ ପୁଣି 15 ମିନିଟ୍ ଯାଏ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ।
10:35 March 15
ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ, ଗୃହ 11.30 ଯାଏ ମୁଲତବୀ
ଭୁବନେଶ୍ବର: ଆଜି ଚାଲିପାରିଲାନି ପ୍ରଶ୍ନକାଳ । ଗୃହ ଆରମ୍ଭରୁ ପୁଣି ଶାସକ-ବିରୋଧୀ ମୁହାଁମୁହିଁ । ଅଚଳାବସ୍ତା ଜାରି । ଗୃହକାର୍ଯ୍ୟ 11.30 ଯାଏ ମୁଲତବୀ ।