ETV Bharat / city

ଆକ୍ସନ ମୋଡରେ ସେସୁ, ଦ୍ବିତୀୟ ଦିନରେ କଟିଲା 1,956 ବିଦ୍ୟୁତ ସଂଯୋଗ - power cut by sesu

ଦ୍ବିତୀୟ ଦିନରେ ସେସୁ ପକ୍ଷରୁ ପ୍ରାୟ 1ହଜାର 956 ଜଣ ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗ କଟାଯାଇଥିବା ଜଣାପଡିଛି । ବକେୟା ବିଦ୍ୟୁତ ଦେୟ ବାବଦରେ 4କୋଟି 67 ଲକ୍ଷ ସେସୁ ପକ୍ଷରୁ ଆଦାୟ କରାଯାଇଥିବା ଜଣାପଡିଛି ।

power cut
ଆକ୍ସନ ମୋଡରେ ସେସୁ
author img

By

Published : Jan 18, 2020, 5:06 AM IST

ଭୁବନେଶ୍ବର: ଆକ୍ସନ ମୋଡରେ ସେସୁ । ବିଦ୍ୟୁତ ବିଲ ପୈଠ ନେଇ ହୋଇଥିବା ନିର୍ଦ୍ଧାରିତ ସମୟସୀମାର ଅବଧି ସରିବା ପରେ ଖିଲାପି ବିଦ୍ୟୁତ ଉପଭୋକ୍ତାଙ୍କ ସଂଯୋଗ କାଟିଛି ସେସୁ । ବକେୟା ବିଦ୍ୟୁତ ବିଲ ଦେଇ ନଥିବା ଉପଭୋକ୍ତାଙ୍କ ବିଜୁଳି କାଟିଛି ସେସୁ । ଶୁକ୍ରବାର ଦ୍ବିତୀୟ ଦିନରେ ସେସୁ ପକ୍ଷରୁ ପ୍ରାୟ 1ହଜାର 956 ଜଣ ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗ କାଟିଥିବା ଜଣାପଡିଛି ।

ଏହାସହ ବକେୟା ବିଦ୍ୟୁତ ଦେୟ ବାବଦରେ 4କୋଟି 67 ଲକ୍ଷ ସେସୁ ପକ୍ଷରୁ ଆଦାୟ କରାଯାଇଥିବା ଜଣାପଡିଛି । ସେସୁ ପକ୍ଷରୁ ଆରମ୍ଭ ହୋଇଥିବା ଧରପକଡ଼ ଅଭିଯାନର ପ୍ରଥମ ଦିନରେ ସେସୁ 13 ହଜାର 4ଶହ11 ଜଣ ବଣିଜ୍ୟିକ ଗ୍ରାହକଙ୍କ ଉପରେ ଚଢ଼ାଉ କରାଯାଇଛି ।

ଗୁରୁବାର ଠାରୁ ବିଭିନ୍ନ ଜିଲ୍ଳାରେ ସେସୁ ପକ୍ଷରୁ ବିଜୁଳି କାଟ ପ୍ରକ୍ରିୟା ଆରମ୍ଭ ହୋଇଛି । ସେସୁ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରଥମ ଦିନରେ 1545 ବିଦ୍ୟୁତ ସଂଯୋଗ କଟା ଯିବା ସହ ବକେୟା ବିଲ ବାବଦରେ ଆଦାୟ ହୋଇଛି ୫ କୋଟି ୩୮ ଲକ୍ଷରୁ ଅଧିକ ଟଙ୍କା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଦ୍ୱିତୀୟ ଦିନରେ  ସେସୁ  1956 ଜଣଙ୍କ ବିଦ୍ୟୁତ ସଂଯୋଗ କଟିଛି। ବକେୟା ବିଦ୍ୟୁତ ଦେୟ   ବାବଦରେ  4କୋଟି 67 ଲକ୍ଷ ଆଦାୟ  କରିଛି ସେସୁ।
ସେସୁ ପକ୍ଷରୁ ଆରମ୍ଭ  ହୋଇଥିବା ଧରପଗଡ଼ର ପ୍ରଥମ ଦିନରେ  ସେସୁ 13ହଜାର 4ଶହ11 ଜଣ ବଣିଜ୍ୟକ ଗ୍ରାହକଙ୍କ  ଉପରେ ଚଢ଼ାଉ କରିଥିଲେ। ଏମାନଙ୍କ ଭିତରୁ 1545 ଜଣଙ୍କ ବିଦ୍ୟୁତ ସଂଯୋଗ କାଟିଛନ୍ତି। ବକେୟା ବିଦ୍ୟୁତ ଦେୟ   ବାବଦରେ  5କୋଟି 38 ଲକ୍ଷ ଆଦାୟ  କରିଛି ସେସୁ।Body:କConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.