ETV Bharat / city

କୋରୋନା ମୁକାବିଲା ପାଇଁ ରାଜ୍ୟରେ ନିଯୁକ୍ତ ହେଲେ ୨୪୧ ପିଜି ଡାକ୍ତର - PG doctors appointed in the state

ରାଜ୍ୟରେ ନିଯୁକ୍ତ ହେଲେ ୨୪୧ ପିଜି ଡାକ୍ତର
ରାଜ୍ୟରେ ନିଯୁକ୍ତ ହେଲେ ୨୪୧ ପିଜି ଡାକ୍ତର
author img

By

Published : Jul 30, 2020, 8:45 PM IST

Updated : Jul 30, 2020, 9:19 PM IST

20:39 July 30

ରାଜ୍ୟରେ ନିଯୁକ୍ତ ହେଲେ ୨୪୧ ପିଜି ଡାକ୍ତର

ରାଜ୍ୟରେ ନିଯୁକ୍ତ ହେଲେ ୨୪୧ ପିଜି ଡାକ୍ତର
ରାଜ୍ୟରେ ନିଯୁକ୍ତ ହେଲେ ୨୪୧ ପିଜି ଡାକ୍ତର

ଭୁବନେଶ୍ବର: କୋରନା ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ଚିକିତ୍ସାଳୟ ଗୁଡିକରେ ଡାକ୍ତର ନିଯୁକ୍ତି ଦେଇଛନ୍ତି । ଏନେଇ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ହସ୍ପିଟାଲ ଗୁଡିକୁ ଚିଠି ମାଧ୍ୟମରେ ଜଣାଯାଇଛି । କୋଭିଡ-୧୯ ଚିକିତ୍ସା ବ୍ୟବସ୍ଥାର ସୁପରିଚାଳନା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨୪୧ ପିଜି ଡାକ୍ତରଙ୍କୁ ନିୟୋଜିତ କରାଗଲା । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା ।  

ଭୀମସାର, କଟକ ଏସସିବି ମେଡିକାଲ, ବ୍ରହ୍ମପୁର ଏମକେସିଜି ଆଦି ଚିକିତ୍ସାଳୟରେ ପିଜି ଡାକ୍ତରମାନଙ୍କୁ ନିଯୁକ୍ତି ଦିଆଯାଇଛି । ତେବେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ହସପିଟାଲ ଗୁଡିକୁ ଚିଠି ମାଧ୍ୟମରେ ଜଣାଇଦିଆଯାଇଛି । 

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Jul 30, 2020, 9:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.