ETV Bharat / city

20 ହଜାର ଉପଭୋକ୍ତାଙ୍କ ସଂଯୋଗ କାଟିଲାଣି ସେସୁ - consumer current connection disconnect

ସେସୁର ବକେୟା ସଂଗ୍ରହ ଅଭିଯାନ। 20 ହଜାର ଉପଭୋକ୍ତାଙ୍କ ସଂଯୋଗ କଟା ଗଲାଣି, 70 କୋଟି ଆଦାୟ ହେଲାଣି। ଅଧିକ ପଢନ୍ତୁ...

consumer current connection disconnect
ସଂଯୋଗ କାଟୁଛି ସେସୁ
author img

By

Published : Feb 3, 2020, 11:50 PM IST

ଭୁବନେଶ୍ବର : ସେସୁର ବିଦ୍ୟୁତ ବିଚ୍ଛିନ୍ନ ଅଭିଯାନ 15 ଦିନ ଟପିଲାଣି। ଏହି ସମୟ ମଧ୍ୟରେ ପ୍ରାୟ 20 ହଜାର ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗ କାଟିଛି ସଂସ୍ଥା। ବକେୟା ଦେୟ ଆଦୌ ପୈଠ ନକରିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ପ୍ରତିଦିନ ଶତାଧିକ ଉପଭୋକ୍ତାଙ୍କ ସଂଯୋଗ କାଟି ଦିଆଯାଉଛି। ସେହି ଭଳି ଏହି ସମୟ ମଧ୍ୟରେ ସଂସ୍ଥା ପ୍ରାୟ 70 କୋଟି ଟଙ୍କା ଆଦାୟ କରି ସାରିଲାଣି। ପ୍ରଥମ ପର୍ଯ୍ୟାୟ ଅଭିଯାନରେ କମ୍ପାନୀକୁ ମିଳିଛି ଅନେକ ସଫଳତା। କେଉଁଠି ବି ହିଂସା ନାହିଁ କି ପ୍ରତିବାଦ ନାହିଁ । ଯେତିକି ବି ବକେୟା ଥାଉ ଯଦି 30 ପ୍ରତିଶତ ଅର୍ଥ ଦେଉଛନ୍ତି ସେମାନଙ୍କ ପାଇଁ ବ୍ୟବସ୍ଥାରେ କିଛି କୋହଳ କରାଯାଇଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ସେସୁର ବିଦ୍ୟୁତ ସଂଯୋଗ ବିଛିନ ଅଭିଯାନ 15 ଦିନ ଟପିଲାଣି। ଏହି ସମୟ ମଧ୍ୟରେ ପ୍ରାୟ 20 ହଜାର ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗ କାଟିଛି ସଂସ୍ଥା। ବକେୟା ଦେୟ ଆଦୌ ପୈଠ ନକରିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ପ୍ରତିଦିନ ଶତାଧିକ ଉପଭୋକ୍ତାଙ୍କ ସଂଯୋଗ କାଟି ଦିଆଯାଉଛି। ସେହିଭଳି ଏହି ସମୟ ମଧ୍ୟରେ ସଂସ୍ଥା ପ୍ରାୟ 70 କୋଟି ଟଙ୍କା ଆଦାୟ କଲାଣି। ପ୍ରଥମ ପର୍ଯ୍ୟାୟ ଅଭିଯାନରେ କମ୍ପାନୀକୁ ମିଳିଛି ଅନେକ ସଫଳତା। କେଉଁଠି ବି ହିଂସା ନାହିଁ କି ପ୍ରତିବାଦ। ଯେତିକି ବି ବକେୟା ଥାଉ ଯଦି30 ପ୍ରତିଶତ ଅର୍ଥ ଦେଉଛନ୍ତି ତେବେ ସେମାନଙ୍କ ପାଇଁ କୋହଳ କରାଯାଇଛି।Body:କConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.