ETV Bharat / city

ରାଜ୍ୟରେ ସୁସ୍ଥ ହେଲେ 203 କୋରୋନା ରୋଗୀ - 203 କୋରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ 203 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହା ରାଜ୍ୟ ପାଇଁ ଏକ ଶୁଭ ଖବର ଅଟେ। ଏହାକୁ ମିଶାଇ ରାଜ୍ୟରେ ମୋଟ 5705 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

_recovery
ରାଜ୍ୟରେ ସୁସ୍ଥ ହେଲେ 203 କୋରୋନା ରୋଗୀ
author img

By

Published : Jul 3, 2020, 5:40 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ମାମଲା ବଢୁଥିବା ବେଳେ ଏକ ଆଶ୍ବସ୍ତିକର ଖବର ଆସିଛି । ରାଜ୍ୟରେ 203 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହା ରାଜ୍ୟ ପାଇଁ ଏକ ଶୁଭ ଖବର ଅଟେ। ଏହାକୁ ମିଶାଇ ରାଜ୍ୟରେ ମୋଟ 5705 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ 21ଟି ଜିଲ୍ଲାରେ 203 ଜଣ ସୁସ୍ଥ ହୋଇଛନ୍ତି। ଯାହା ରାଜ୍ୟରେ ସର୍ବାଧିକ ସୁସ୍ଥ ସଂଖ୍ୟା ରେକର୍ଡ କରାଯାଇଛି। 203 ଆକ୍ରାନ୍ତ ସୁସ୍ଥଙ୍କ ମଧ୍ୟରୁ ଗଞ୍ଜାମରେ 38, ଖୋର୍ଦ୍ଧାରେ 37, ଗଜପତିରେ 19, କଟକରେ 18, ଜଗତସିଂହପୁରରେ 18, ସମ୍ବଲପୁରରେ 12, ସୁନ୍ଦରଗଡରେ 12, ଢେଙ୍କାନାଳରେ 10, ଯାଜପୁରରେ 8, ବରଗଡରେ 7, ମୟୂରଭଞ୍ଜରେ 6, ରାୟଗଡାରେ 5, ବାଲେଶ୍ୱର, କନ୍ଧମାଳରେ 3 ଜଣ ସୁସ୍ଥ ହୋଇଥିବା ବେଳେ ପୁରୀରେ 2 ଜଣ ସୁସ୍ଥ, ଦେଓଗଡ ଝାରସୁଗୁଡା ମାଲକାନଗିରି, କେନ୍ଦୁଝର ଓ ନବରଙ୍ଗପୁରରେ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.