ETV Bharat / city

17ରେ ଆଂଶିକ ଚନ୍ଦ୍ରଗ୍ରହଣ, ଭାରତ ସମେତ ଅନ୍ୟ ଦେଶରେ ହେବ ଦୃଶ୍ୟମାନ - all over india

ଆସନ୍ତା ୧୭ ତାରିଖରେ ଏକ ଆଂଶିକ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି । ଭାରତ ତଥା ଓଡିଶା ସମେତ ଏହା ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଆଫ୍ରିକା, ଦକ୍ଷିଣ ଆରମରିକା ଆଦି ମହାଦେଶରେ ଦୃଶ୍ୟମାନ ହେବ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Jul 14, 2019, 1:55 AM IST

ଭୁବନେଶ୍ବର: ଆସନ୍ତା ୧୭ ତାରିଖରେ ଏକ ଆଂଶିକ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି । ଏହି ଆଂଶିକ ଚନ୍ଦ୍ର ଗ୍ରହଣ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଆଫ୍ରିକା, ଦକ୍ଷିଣ ଆରମରିକା ଆଦି ମହାଦେଶ ସହ ଭାରତ ତଥା ଓଡିଶାର ସମସ୍ତ ରାଜ୍ୟରେ ଦୃଶ୍ୟମାନ ହେବ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଜୁଲାଇ 17 ତାରିଖ ରାତିରେ 12ଟା 13ରେ ଚନ୍ଦ୍ର ପୃଥିବୀର ଉପଛାୟାରେ ପ୍ରବେଶ କରିବ । ଯାହାକୁ ଖାଲି ଆଖିରେ ଦେଖି ହେବନାହିଁ । ତେବେ ଚନ୍ଦ୍ର, ରାତ୍ର ୧ ଟା ୩୧ ରୁ ୦୪ ଟା ୨୯ ସମୟ ପୃଥିବୀର ଛାୟାରେ ରହିବ ଓ ସେହିସମୟରର ଆଂଶିକ ଚନ୍ଦ୍ର ଗ୍ରହଣ ଦୃଶ୍ୟକୁ ଖାଲି ଅଖିରେ ଦେଖିହେବ। ସବୁଠାରୁ ଅଧିକ ଚନ୍ଦ୍ର ଗ୍ରହଣ ଯାହାକି ପ୍ରାୟ ୬୫% ରାତି ୦୩.ଟା ସମୟରେ ଦେଖାଯିବ ।

ଚଳିତବର୍ଷର ଚନ୍ଦ୍ରଗ୍ରହଣଟି ମଧ୍ୟରାତି ବେଳେ ଦେଖାଯାଉଥିବାରୁ ଆକାଶ ମେଘାଚ୍ଛନ୍ନ ରହିବାର ସମ୍ଭାବନା ରହିଛି । ତେବେ ଏହି ଚନ୍ଦ୍ରଗ୍ରହଣଟି ସମସ୍ତେ ନିଜ ଘରେ ଦେଖିପାରିବେ ବୋଲି ଭୁବନେଶ୍ବର ପଠାଣି ସାମନ୍ତ ପ୍ଲାନେଟୋରିୟମ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଇଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.