ଭୁବନେଶ୍ବର: ରାଜ୍ୟରେ ବଢୁଛି ବ୍ଲାକ ଫଙ୍ଗସ ସଂକ୍ରମଣ । ବ୍ଲାକ ଫଙ୍ଗସ ସଂକ୍ରମଣରେ ବର୍ତ୍ତମାନ ସୁଦ୍ଧା 18 ଜଣ ପ୍ରାଣ ହରାଇ ସାରିଲେଣି । କେତେକ ଗୁରୁତର କୋରୋନା ସଂକ୍ରମିତ ବ୍ଲାକ ଫଙ୍ଗସର ଶିକାର ହେଉଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 129 ଜଣ ବ୍ଲାକ ଫଙ୍ଗସ ସଂକ୍ରମିତ ଚିହ୍ନଟ ହୋଇ ସାରିଛନ୍ତି । ସେମାନଙ୍କ ମଧ୍ୟରେ 18 ଜଣଙ୍କ ମୃତ୍ୟୁ ଘଟିଛି।
ରାଜ୍ୟରେ 129 BLACK FUNGUS ରୋଗୀ ଚିହ୍ନଟ, 18 ମୃତ - BLACK FUNGUS ସଂକ୍ରମଣ
ରାଜ୍ୟରେ ବଢୁଛି ବ୍ଲାକ ଫଙ୍ଗସ ସଂକ୍ରମଣ । ବ୍ଲାକ ଫଙ୍ଗସ ସଂକ୍ରମଣରେ ବର୍ତ୍ତମାନ ସୁଦ୍ଧା 18 ଜଣ ପ୍ରାଣ ହରାଇ ସାରିଲେଣି । କେତେକ ଗୁରୁତର କୋରୋନା ସଂକ୍ରମିତ ବ୍ଲାକ ଫଙ୍ଗସର ଶିକାର ହେଉଛନ୍ତି । ଅଧିକ ପଢ଼ନ୍ତୁ...
![ରାଜ୍ୟରେ 129 BLACK FUNGUS ରୋଗୀ ଚିହ୍ନଟ, 18 ମୃତ ରାଜ୍ୟରେ ବଢୁଛି BLACK FUNGUS, ସଂକ୍ରମଣରେ 18 ମୃତ](https://etvbharatimages.akamaized.net/etvbharat/prod-images/768-512-12362452-thumbnail-3x2-black-fungus.jpg?imwidth=3840)
ରାଜ୍ୟରେ ବଢୁଛି BLACK FUNGUS, ସଂକ୍ରମଣରେ 18 ମୃତ
ଭୁବନେଶ୍ବର: ରାଜ୍ୟରେ ବଢୁଛି ବ୍ଲାକ ଫଙ୍ଗସ ସଂକ୍ରମଣ । ବ୍ଲାକ ଫଙ୍ଗସ ସଂକ୍ରମଣରେ ବର୍ତ୍ତମାନ ସୁଦ୍ଧା 18 ଜଣ ପ୍ରାଣ ହରାଇ ସାରିଲେଣି । କେତେକ ଗୁରୁତର କୋରୋନା ସଂକ୍ରମିତ ବ୍ଲାକ ଫଙ୍ଗସର ଶିକାର ହେଉଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 129 ଜଣ ବ୍ଲାକ ଫଙ୍ଗସ ସଂକ୍ରମିତ ଚିହ୍ନଟ ହୋଇ ସାରିଛନ୍ତି । ସେମାନଙ୍କ ମଧ୍ୟରେ 18 ଜଣଙ୍କ ମୃତ୍ୟୁ ଘଟିଛି।
ରାଜ୍ୟରେ ବଢୁଛି BLACK FUNGUS, ସଂକ୍ରମଣରେ 18 ମୃତ
ରାଜ୍ୟରେ ବଢୁଛି BLACK FUNGUS, ସଂକ୍ରମଣରେ 18 ମୃତ
Last Updated : Jul 5, 2021, 5:49 PM IST