ETV Bharat / city

ରାଜ୍ୟରେ ଗୋଟିଏ ଦିନରେ 1480 ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ - ଓଡିଶା କୋରୋନା ଖବର

ରାଜ୍ୟରେ ପୂର୍ବ ଅପେକ୍ଷା କମୁଛି କୋରୋନା ସଂକ୍ରମଣ ରିପୋର୍ଟ । ହେଲେ ଖୋର୍ଦ୍ଧା ଜିଲ୍ଲାରେ ଥମୁନି ସଂକ୍ରମଣ । ଅଧିକ ପଢନ୍ତୁ...

ରାଜ୍ୟରେ ଗୋଟିଏ ଦିନରେ 1,480 ଆକ୍ରାନ୍ତ ଚିହ୍ନଟ, ପୁଣି ଖୋର୍ଦ୍ଧାରେ ସର୍ବାଧିକ ରିପୋର୍ଟ

author img

By

Published : Oct 26, 2020, 12:56 PM IST

ଭୁବନେଶ୍ବର: ରାଜ୍ୟରେ 30ଟି ଜିଲ୍ଲାରେ 1480 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବ ଅପେକ୍ଷା ରାଜ୍ୟରେ 2 ହଜାର ତଳକୁ ଖସୁଛି ଦୈନିକ ସଂକ୍ରମଣ।

ହୋମ କ୍ବାରେଣ୍ଟାଇନ କେନ୍ଦ୍ରରୁ 858 ଚିହ୍ନଟ ହୋଇଥିବା ବେଳେ, 622 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି। ଖୋର୍ଦ୍ଧାରେ 110 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରେ 106, ଅନୁଗୋଳ 141, ବାଲେଶ୍ବରରେ 84, ବରଗଡରେ 49, ଭଦ୍ରକରେ 24, ବଲାଙ୍ଗିରରେ 44, ବୌଦ୍ଧରେ 12, ଢେଙ୍କାନାଳରେ 25, ଗଜପତିରେ 6, ଗଞ୍ଜମରେ 20, ଜଗତସିଂହପୁରରେ 72, ଯାଜପୁରରେ 56, ଝରସୁଗୁଡ଼ାରେ 50, କଳାହାଣ୍ଡିରେ 24, କନ୍ଧମାଳରେ 7, କେନ୍ଦ୍ରାପଡା ରେ 51, କେନ୍ଦୁଝର 87, କୋରାପୁଟ 39, ମାଲକାନଗିରିରେ 23, ମୟୂରଭଞ୍ଜରେ 113, ନବରଙ୍ଗପୁରରେ 40, ନୟାଗଡ 28 , ନୂଆପଡାରେ 44, ପୁରୀରେ 47, ରାୟଗଡାରେ 8, ସମ୍ବଲପୁରରେ 29, ସୋନପୁରରେ 14, ସୁନ୍ଦରଗଡରେ 90, ଷ୍ଟେଟ ପୋଲ 26 ।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 82 ହଜାର 695 ରହିଥିବାବେଳେ, ଏଥିରେ ସୁସ୍ଥ ହୋଇଛନ୍ତି 2 ଲକ୍ଷ 64 ହଜାର 102 ଜଣ ସେହିପରି 17 ହଜାର 281 ଜଣ ଚିକିତ୍ସାଧୀନ ଅଛନ୍ତି । ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 43 ଲକ୍ଷ 54 ହଜାର 956 ଟି କୋରୋନା ଟେଷ୍ଟ କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.