ETV Bharat / city

Covid Recovery Report: ଆଜି ସୁସ୍ଥ ହେଲେ ୧୦୪୯ ସଂକ୍ରମିତ - କୋରୋନା ସୁସ୍ଥ ଖବର

ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ରବିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୦୪୯ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ନୂଆ ସୁସ୍ଥଙ୍କୁ ମିଶାଇ ୧୨ ଲକ୍ଷ ୬୮ ହଜାର ୧୫୮କୁ ବୃଦ୍ଧି ହୋଇଛି ।

Covid Recovery Report: ଆଜି ସୁସ୍ଥ ହେଲେ ୧୦୪୯ ସଂକ୍ରମିତ

author img

By

Published : Feb 20, 2022, 9:02 PM IST

ଭୁବନେଶ୍ବର: ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ରବିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୦୪୯ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ନୂଆ ସୁସ୍ଥଙ୍କୁ ମିଶାଇ ୧୨ ଲକ୍ଷ ୬୮ ହଜାର ୧୫୮କୁ ବୃଦ୍ଧି ହୋଇଛି ।

  • Another 1049 Covid patients have recovered and are being discharged on 20.02.2022

    294 from Khordha
    90 from Cuttack
    54 from Sundargarh
    52 from Jajapur
    46 from Rayagada
    42 from Jagatsinghpur
    39 from Deogarh
    38 from Gajapati
    35 from Sambalpur
    34 from Kalahandi
    34 from Kendrapara

    — H & FW Dept Odisha (@HFWOdisha) February 20, 2022 " class="align-text-top noRightClick twitterSection" data=" ">
  • 34 from Mayurbhanj
    28 from Baleswar
    27 from Bhadrak
    26 from Dhenkanal
    25 from Bargarh
    24 from Ganjam
    17 from Nayagarh
    15 from Jharsuguda
    11 from Nuapada
    9 from Anugul
    9 from Nabarangpur
    9 from Sonepur
    8 from Keonjhar
    6 from Kandhamal
    5 from Malkangiri
    3 from Puri
    2 from Koraput

ଖୋର୍ଦ୍ଧାରୁ ୨୪୯ ସର୍ବାଧିକ କୋରୋନା ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ କଟକରୁ ୯୦ ଓ ସୁନ୍ଦରଗଡରୁ ୫୪ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଯାଜପୁରରୁ ୫୨, ରାୟଗଡାରୁ ୪୬, ଜଗତସିଂହପୁରରୁ ୪୨ ଓ ଦେଓଗଡରୁ ୩୯ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ଗଜପତିରୁ ୩୮ , ସମ୍ବଲପୁରରୁ ୩୫, କଳାହାଣ୍ତିରୁ ୩୪, କେନ୍ଦ୍ରାପଡାରୁ ୩୪, ମୟୂରଭଞ୍ଜରୁ ୩୪, ବାଲେଶ୍ବରରୁ ୨୮, ଭଦ୍ରକରୁ ୨୭ ଓ ଢେଙ୍କାନାଳରୁ ୨୬ ଜଣ କୋରୋନାକୁ ମାତ ଦେଇଛନ୍ତି ।

ବରଗଡରୁ ୨୫, ଗଞ୍ଜାମରୁ ୨୪, ନୟାଗଡରୁ ୧୭, ଝାରସୁଗୁଡାରୁ ୧୫, ନୂଆପଡାରୁ ୧୧ ଓ ଅନୁଗୋଳରୁ ୯ ଜଣ ସୁସ୍ଥ ହୋଇଛନ୍ତି । ନବରଙ୍ଗପୁରରୁ ୯, ସୋନପୁରରୁ ୯, କେନ୍ଦୁଝରରରୁ ୮, କନ୍ଧମାଳରୁ ୬ ଓ ମାଲକାନଗିରିରୁ ୫ ଜଣ ଆରୋଗ୍ୟ ଲାଭ କରିଛନ୍ତି । ପୁରୀରୁ ୩, କୋରାପୁଟରୁ ୨ ଓ ବଲାଙ୍ଗୀରରୁ ଜଣେ ଆରୋଗ୍ୟ ଲାଭ କରିଛନ୍ତି । ଷ୍ଟେଟପୁଲ ସଂଖ୍ୟା ରହିଛି ୩୨ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.