ETV Bharat / city

ରାଜ୍ୟରେ ଦିନକରେ 1018 କୋରୋନା ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡରୁ ସର୍ବାଧିକ

ଆଜି ରାଜ୍ୟରେ 1018 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାକୁ ପଛରେ ପକାଇ ସୁନ୍ଦରଗଡରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ 83 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରୁ 94 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

author img

By

Published : Nov 13, 2020, 12:21 PM IST

ରାଜ୍ୟରେ ଦିନକରେ 1018 କୋରୋନା ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡରୁ ସର୍ବାଧିକ
ରାଜ୍ୟରେ ଦିନକରେ 1018 କୋରୋନା ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡରୁ ସର୍ବାଧିକ

ଭୁବନେଶ୍ବର: ରାଜ୍ୟରେ ତଳମୁହାଁ କୋରୋନା ଗ୍ରାଫ । ଦିନକୁ ଦିନ ରାଜ୍ୟରେ ଖସୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । 24ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି 1018 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନରୁ 585 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 433 ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନଜର ପକାନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନୁଗୋଳ 65, ବାଲେଶ୍ବର 24, ବରଗଡ 27, ଭଦ୍ରକରୁ 9, ବଲାଙ୍ଗୀରରୁ 67, ବୌଦ୍ଧରୁ2, କଟକରୁ 73, ଦେବଗଡରୁ 4, ଢେଙ୍କାନାଳରୁ 20, ଗଜପତିରୁ 7, ଗଞ୍ଜାମରୁ 13, ଜଗତସିଂହପୁରରୁ 51, ଯାଜପୁରରୁ 39, ଝାରସୁଗୁଡାରୁ 27, କଳାହାଣ୍ଡିରୁ 43, କନ୍ଧମାଳରୁ 19, କେନ୍ଦ୍ରାପଡାରୁ 38, କେନ୍ଦୁଝରରୁ 35, ଖୋର୍ଦ୍ଧାରୁ 83, କୋରାପୁଟରୁ 12, ମାଲକାନଗିରିରୁ 3, ମୟୂରଭଞ୍ଜରୁ 86, ନବରଙ୍ଗପୁରରୁ 86, ନୟାଗଡରୁ 10, ନୂଆପଡାରୁ 41, ପୁରୀରୁ 38, ସମ୍ବଲପୁରରୁ 46, ସୋନପୁରରୁ 8, ସୁନ୍ଦରଗଡରୁ 94 ଆକ୍ରାନ୍ତ ହୋଇଥିବା ବେଳେ ଷ୍ଟେଟ ପୁଲରୁ 17 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.