ETV Bharat / city

ଦିଲ୍ଲୀ ହିଂସା: କନେଷ୍ଟବଳ ମହମ୍ମଦଙ୍କ ପରିବାରକୁ ସହାୟତା ଘୋଷଣା - ପରିବାରକୁ 10 ଲକ୍ଷର ସହାୟତା ଘୋଷଣା

ଦିଲ୍ଲୀର ଉତ୍ତର ପୂର୍ବରେ ହୋଇଥିବା ହିଂସାରେ ବିଏସଏଫ 9 ବାଟାଲିୟନର କନେଷ୍ଟବଳ ମହମ୍ମଦ ଅନିଜଙ୍କ ପରିବାରକୁ 10 ଲକ୍ଷର ସହାୟତା ଘୋଷଣା । ଅଧିକ ପଢନ୍ତୁ...

ଦିଲ୍ଲୀ ଦଙ୍ଗାରେ ପ୍ରାଣ ହାରିଥିବା କନେଷ୍ଟବଳ ମହମ୍ମଦ ଅନିଜଙ୍କ ପରିବାରକୁ 10 ଲକ୍ଷର ସହାୟତା ଘୋଷଣା

author img

By

Published : Mar 1, 2020, 12:29 PM IST

ଭୁବନେଶ୍ବର: ଦିଲ୍ଲୀର ଉତ୍ତର ପୂର୍ବରେ ହୋଇଥିବା ହିଂସାରେ ବିଏସଏଫ 9 ବାଟାଲିୟନର କନେଷ୍ଟବଳ ମହମ୍ମଦ ଅନିଜଙ୍କ ପରିବାରକୁ ସହାୟତା ଘୋଷଣା । ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ 10 ଲକ୍ଷର ସହାୟତା ରାଶି ଘୋଷଣା କରିଛନ୍ତି ।

ଦିଲ୍ଲୀ ଦଙ୍ଗାରେ ପ୍ରାଣ ହାରିଥିବା କନେଷ୍ଟବଳ ମହମ୍ମଦ ଅନିଜଙ୍କ ପରିବାରକୁ 10 ଲକ୍ଷର ସହାୟତା ଘୋଷଣା
ଦିଲ୍ଲୀ ଦଙ୍ଗାରେ ପ୍ରାଣ ହାରିଥିବା କନେଷ୍ଟବଳ ମହମ୍ମଦ ଅନିଜଙ୍କ ପରିବାରକୁ 10 ଲକ୍ଷର ସହାୟତା ଘୋଷଣା

ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ତାଙ୍କର ପରିବାର ପାଇଁ ଏହି ସହାୟତା ରାଶି ଦିଆଯିବା ନେଇ ଘୋଷଣା କରାଯାଇଛି । ସୂଚନାଯୋଗ୍ୟ, ଦିଲ୍ଲୀ ଅଶାନ୍ତିରେ ବିଏସଏଫ 9 ବାଟାଲିୟନର କନେଷ୍ଟବଳ ମହମ୍ମଦ ଅନିଜ୍ ମୃତ୍ୟୁବରଣ କରିଥିଲେ । ମୃତ କନେଷ୍ଟବଳ ମହମ୍ମଦ ଅନିଜ୍ ଓଡ଼ିଶାର ମାଓ ପ୍ରବଣ ମାଲକାନଗିରିରେ କାର୍ଯ୍ୟ କରିଥିଲେ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.