ETV Bharat / city

Tapaswini-Sumit Controversy: ଚିକିତ୍ସାଧିନ ଫଟୋ ଭାଇରାଲ ନେଇ ତପସ୍ୱିନୀଙ୍କ ପ୍ରତିକ୍ରିୟା

author img

By

Published : Dec 20, 2021, 7:38 PM IST

Updated : Dec 20, 2021, 8:01 PM IST

ସ୍ବାମୀଙ୍କ ସହ ରହିବା ସହ ଶ୍ବଶୁର ପକ୍ଷରୁ ନ୍ୟାୟ ପାଇବା ପାଇଁ ଦୀର୍ଘଦିନ ହେଲା ଧାରଣାରେ ବସିଛନ୍ତି ତପସ୍ବିନୀ ଦାଶ । ବର୍ତ୍ତମାନ ତପସ୍ବିନୀଙ୍କ ଏକ ଚିକିତ୍ସାଧିନ ଫୋଟ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ତପସ୍ୱିନୀ । ଅଧିକ ପଢ଼ନ୍ତୁ

Tapaswini Sumit Controversy: ଚିକିତ୍ସାଧିନ ଫଟୋ ଭାଇରାଲ ନେଇ ତପସ୍ୱିନୀଙ୍କ ପ୍ରତିକ୍ରିୟା

ବ୍ରହ୍ମପୁର: ସ୍ବାମୀ ସହ ରହିବା ସହ ଶ୍ବଶୁର ପକ୍ଷରୁ ନ୍ୟାୟ ପାଇବା ପାଇଁ ଦୀର୍ଘଦିନ ହେଲା ଧାରଣାରେ ବସିଛନ୍ତି ତପସ୍ବିନୀ ଦାଶ । ବର୍ତ୍ତମାନ ତପସ୍ବିନୀଙ୍କ ଏକ ଚିକିତ୍ସାଧିନ ଫୋଟ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ତପସ୍ୱିନୀ । ଏହି ଫଟୋ ଶ୍ବଶୂର ଘରେ ରହିବା ବେଳେ ଗର୍ଭପାତ ସମୟର ବୋଲି ଜଣାପଡ଼ିଛି ।

ଗର୍ଭପାତ କରାଇବା ପରେ ତପସ୍ବିନୀଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା । ଏହାପରେ ସେ ନିଜ ଶ୍ବଶୂର ଘରେ ହିଁ ଚିକିତ୍ସିତ ହେଉଥିଲେ । ସ୍ବାମୀ ଡାକ୍ତର ସୁମିତ ସାହୁ ତାଙ୍କର ଚିକିତ୍ସା କରିଥିଲେ । ଏହି ଫଟୋ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ନିଜ ସ୍ୱାମୀଙ୍କ ପାଖରେ ରହିବା ସହିତ ଶ୍ୱଶୁର ଘର ପକ୍ଷରୁ ବୋହୁର ମାନ୍ୟତା ଦାବି କରି ଦୀର୍ଘ ଏକ ମାସ ଧରି ନ୍ୟାୟ ପାଇବା ପାଇଁ ଉଦ୍ୟମ ଜାରି ରଖିଥିବା ତପସ୍ୱିନୀ । ତାଙ୍କ ଡାକ୍ତର ସ୍ୱାମୀଙ୍କ ସହ ବିବାଦ ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହାରି ମଧ୍ୟରେ ସୋମବାର ତପସ୍ୱିନୀଙ୍କ ଚିକିତ୍ସାଧିନ ଫୋଟ ଭାଇରାଲ ହେବାରେ ଲାଗିଛି । ଫଟୋରେ ତପସ୍ୱିନୀ ଶଯ୍ୟାଶାୟୀ ଥିବା ବେଳେ ପାଖରେ ତାଙ୍କର ଡାକ୍ତର ସ୍ୱାମୀ ବସିଥିବା ଦେଖାଯାଉଛି । ଏହାକୁ ନେଇ ନାନା ଆଲୋଚନା ହେବାରେ ଲାଗିଥିଲା । ଶେଷରେ ଫଟୋକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ତପସ୍ୱିନୀ ।

Tapaswini-Sumit Controversy: ଚିକିତ୍ସାଧିନ ଫଟୋ ଭାଇରାଲ ନେଇ ତପସ୍ୱିନୀଙ୍କ ପ୍ରତିକ୍ରିୟା

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Dec 20, 2021, 8:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.