ETV Bharat / city

ସାମ୍ବାଦିକଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ବିକ୍ଷୋଭ - ବ୍ରହ୍ମପୁର

ପାଟକୁରାରେ କାର୍ଯ୍ୟରତ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିଙ୍କୁ କେନ୍ଦ୍ରାପଡା ଏସପିଙ୍କ ଦୁଃବ୍ୟବହାର ପ୍ରତିବାଦରେ ବ୍ରହ୍ମପୁରଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Jul 21, 2019, 12:27 PM IST

ବ୍ରହ୍ମପୁର: ରାଜ୍ୟରେ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସାମ୍ବାଦିକ ସୁରକ୍ଷା ଆଇନ ଆଣିବାକୁ ଦାବି କରାଯାଇଛି । ପାଟକୁରାରେ କାର୍ଯ୍ୟରତ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିଙ୍କୁ କେନ୍ଦ୍ରାପଡା ଏସପିଙ୍କ ଦୁଃବ୍ୟବହାର ପ୍ରତିବାଦରେ ବ୍ରହ୍ମପୁରଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବ୍ରହ୍ମପୁର

ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗଣମାଧ୍ୟମର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାବେଳେ ବାରମ୍ୱାର ରାଜ୍ୟରେ ସାମ୍ବାଦିକଙ୍କ ପ୍ରତି ଆକ୍ରମଣ ଓ ଦୁଃବ୍ୟବହାର ଘଟଣାକୁ ନେଇ ରାଜ୍ୟ ସରକାର ଗୁରୁତ୍ୱର ସହ ଏହାକୁ ବିଚାର କରିବାକୁ ଜାତୀୟ ସାମ୍ୱାଦିକ ୟୁନିୟନର ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଦାବି କରାଯାଇଛି ।

ଏହାସହ ସାମ୍ୱାଦିକଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ଆଇନ ବ୍ୟବସ୍ଥା କରିବାକୁ ସାମ୍ୱାଦିକ ୟୁନିୟନ ଦାବିପତ୍ର ଦକ୍ଷିଣାଞ୍ଚଳ ଆର.ଡି.ସିଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଉର୍ଦ୍ଦେଶ୍ୟରେ ଦିଆଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ସ୍ଲଗ :-ପାଟକୁରାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ବ୍ରହ୍ମପୁରରେ ବିକ୍ଷୋଭ ..
ରିପୋର୍ଟର:ସମୀର ଆଚାର୍ଯ୍ୟ,
ଫମାର୍ଟ :ଏଭିଓ+ବାଇଟ୍,
ସ୍ଥାନ :ବ୍ରହ୍ମପୁର,
ତାରିଖ : ୨୦-୦୭-୧୯. - (ଭିଜୁଆଲ , ଫୋଟ ଓ ବାଇଟ୍ wrap ରେ ଯାଇଛି ।)
(ଆଙ୍କର):- ପାଟକୁରାରେ କାର୍ଯ୍ୟରତ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ପ୍ରତି କେନ୍ଦ୍ରାପଡା ଏସ୍.ପି ଙ୍କ ଦୁଃବ୍ୟବହାର ପ୍ରତିବାଦରେ ବ୍ରହ୍ମପୁର ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗଣମାଧ୍ୟମର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ ବାରମ୍ୱାର ଏଭଳି ରାଜ୍ୟରେ ଘଟୁଥିବା ଘଟଣାକୁ ନେଇ ରାଜ୍ୟ ସରକାର ଗୁରୁତ୍ୱର ସହ ଏହାକୁ ବିଚାର କରିବା ସହ ସାମ୍ୱାଦିକ ଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ଆଇନ ବ୍ୟବସ୍ଥା କରିବାକୁ ଦାବୀ କରାଯାଇଥିଲା । ଏହି ଅବସରରେ ଜାତୀୟ ସାମ୍ୱାଦିକ ୟୁନିୟନର ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଏକ ଦାବୀ ପତ୍ର ଦକ୍ଷିଣାଞ୍ଚଳ ଆର୍.ଡି.ସି ଙ୍କ ଜରିଆରେ ସରକାର ଙ୍କ ନିକଟକୁ ପ୍ରଦାନ କରାଯାଇଥିଲା ।
ବାଇଟ୍-ରବି ରଥ(ବରିଷ୍ଠ ସାମ୍ୱାଦିକ-ବ୍ରହ୍ମପୁର)Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.