ETV Bharat / city

ସରକାରଙ୍କ ଜନ ବିରୋଧୀ ନୀତି ବିରୁଦ୍ଧରେ ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ପ୍ରତିବାଦ

ବ୍ରହ୍ମପୁରରେ ସରକାରଙ୍କ ଜନ ବିରୋଧୀ ନୀତି ବିରୁଦ୍ଧରେ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ପ୍ରତିବାଦ । ଅଧିକ ପଢନ୍ତୁ...

ସରକାରଙ୍କ ଜନ ବିରୋଧୀ ନୀତି ବିରୁଦ୍ଧରେ ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ପ୍ରତିବାଦ
ସରକାରଙ୍କ ଜନ ବିରୋଧୀ ନୀତି ବିରୁଦ୍ଧରେ ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ପ୍ରତିବାଦ
author img

By

Published : Nov 4, 2020, 4:13 AM IST

ବ୍ରହ୍ମପୁର: ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ପ୍ରତିବାଦ । ସରକାରଙ୍କ ଜନ ବିରୋଧୀ ନୀତି ବିରୁଦ୍ଧରେ ବ୍ରହ୍ମପୁର ଠାରେ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି ।

ସରକାରଙ୍କ ଜନ ବିରୋଧୀ ନୀତି ବିରୁଦ୍ଧରେ ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ପ୍ରତିବାଦ

ଦିନକୁ ଦିନ ସରକାରଙ୍କ ଜନବିରୋଧୀ ନୀତି ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ବ୍ରହ୍ମପୁରରେ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ଜୋରଦାର ବିରୋଧ କରିଛି । ନିତ୍ୟ ବ୍ୟବହାର ଜିନିଷର ଦରବୃଦ୍ଧି ବନ୍ଦ କରିବା , ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ପ୍ରତ୍ୟାହର କରିବା , ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇଦେବା , ରାଷ୍ଟ୍ରୀୟତ ଉଦ୍ୟୋଗରୁ ପୁଞ୍ଜି ପତ୍ୟାହର ବନ୍ଦ କରିବା ,କୃଷି ଓ ଶ୍ରମ ଆଇନର ସଂଶୋଧନ ବାତିଲ କରିବା , ଠିକା ଶ୍ରମିକ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଭଳି ଦାବୀ କୁ ନେଇ ଏହି ପ୍ରତିବାଦ କରାଯାଇଛି । ଜିଲ୍ଲା ସଭାପତି ପୀତବାସ ପଣ୍ଡାଙ୍କ ନେତୃତ୍ବରେ ସହରର ଗାନ୍ଧୀନଗର ଛକରୁ ଆୟୋଜିତ ବିକ୍ଷୋଭରେ ଭୋକାଲି ସେଠୀ, ଭୀମରାଜୁ ରେଡିଙ୍କ ସମେତ ଜିଲ୍ଲାର ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.