ETV Bharat / city

ହର ଘର ତ୍ରିରଙ୍ଗା, ବ୍ରହ୍ମପୁରରେ 375 ଡାକଘରେ ବିକ୍ରି ହେଉଛି ଜାତୀୟ ପତକା - ଆଜାଦି କି ଅମୃତ ମହୋତ୍ସବ

ହର ଘର ତ୍ରିରଙ୍ଗା ଅଭିଯାନ ପାଇଁ ବ୍ରହ୍ମପୁର ଡାକମଣ୍ଡଳ ଅଧିନର 375 ଡାକଘରେ ବିକ୍ରି ହେଉଛି ଜାତୀୟ ପତକା । ଅଧିକ ପଢନ୍ତୁ

ବ୍ରହ୍ମପୁର ଡାକମଣ୍ଡଳ ଅଧିନର 375 ଡାକଘରେ ବିକ୍ରି ହେଉଛି ଜାତୀୟ ପତକା
ବ୍ରହ୍ମପୁର ଡାକମଣ୍ଡଳ ଅଧିନର 375 ଡାକଘବ୍ରହ୍ମପୁର ଡାକମଣ୍ଡଳ ଅଧିନର 375 ଡାକଘରେ ବିକ୍ରି ହେଉଛି ଜାତୀୟ ପତକାରେ ବିକ୍ରି ହେଉଛି ଜାତୀୟ ପତକା
author img

By

Published : Aug 13, 2022, 7:29 AM IST

ବ୍ରହ୍ମପୁର: ସ୍ବାଧୀନତାକୁ ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶରେ 'ଆଜାଦି କା ଅମୃତ ମହୋତ୍ସବ' (Azadi Ka Amrit Mahotsav) ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜିଠୁ ୧୫ ତାରିଖ ପର୍ଯ୍ୟନ୍ତ ଘରେ ଘରେ ତ୍ରିରଙ୍ଗା ଉଡାଇବାକୁ 'ହର ଘର ତ୍ରିରଙ୍ଗା' (Har Ghar Tiranga) ଅଭିଯାନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବ୍ରହ୍ମପୁର ଡାକମଣ୍ଡଳ ଅଧିନର 375 ଡାକଘରେ ବିକ୍ରି ହେଉଛି ଜାତୀୟ ପତକା ।

ବ୍ରହ୍ମପୁର ଡାକମଣ୍ଡଳ ଅଧିନର 375 ଡାକଘରେ ବିକ୍ରି ହେଉଛି ଜାତୀୟ ପତକା

ବ୍ରହ୍ମପୁର ଡାକମଣ୍ତଳର ବରିଷ୍ଠ ଅଧିକ୍ଷକ ତାରିଣୀ ଚନ୍ଦ୍ର ପାଢ଼ୀ କହିଛନ୍ତି ଯେ," ବ୍ରହ୍ମପୁର ଡାକମଣ୍ଡଳ ଅଧିନରେ ରହିଥିବା 375 ଗୋଟି ଡାକ ଘରେ ମୋଟ 39,200 ଗୋଟି ଜାତୀୟ ପତକା ବିକ୍ରି କରିବାକୁ ଆସିଥିବା ବେଳେ ବର୍ତ୍ତମାନ ସୁଦ୍ଧା 17 ହଜାରରୁ ଊର୍ଦ୍ଧ୍ବ ଜାତୀୟ ପତକା ବିକ୍ରି ହୋଇସାରିଲାଣି । ସ୍ବାଧୀନତା ଦିବସର ୭୫ ବର୍ଷ ପୂର୍ତ୍ତିକୁ ଆଉ ୩ ଦିନ ରହିଥିବା ବେଳେ ଆଗାମୀ ଦୁଇ ଦିନ ମଧ୍ୟରେ ଆହୁରୀ ଅଧିକ ମାତ୍ରାରେ ତ୍ରିରଙ୍ଗା ବିକ୍ରି ହେବ କହିଛନ୍ତି । ସରକାରଙ୍କ ଆହ୍ବାନ କ୍ରମେ ପ୍ରତ୍ୟେକ ଘରେ ଏଭଳି ଜାତୀୟ ପତକା ଉଡାଇ ଏକତାର ପ୍ରତୀକକୁ ବଜାୟ ରଖିବାକୁ ଯେଉଁ ଆହ୍ୱାନ କରାଯାଇଛି ତାହାକୁ ସଫଳ କରାଇବା ପାଇଁ ଡାକ ବିଭାଗ ଉଦ୍ୟମ ଜାରି ରଖିଛି ।"

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.