ETV Bharat / city

Online ନିଶା କାରବାରକୁ ଚ୍ୟାମ୍ବର ଅଫ୍ କର୍ମସର ବିରୋଧ - କପଡା ଏବଂ ଜୋତା ଉପରେ କେନ୍ଦ୍ର ସରକାରଙ୍କ ଜିଏସଟି

ବ୍ରହ୍ମପୁର ଠାରେ ଗଞ୍ଜାମ ଚ୍ୟାମ୍ବର ଅଫ୍ କର୍ମସ ( Ganjam Chamber of Commerce)ପକ୍ଷରୁ ସମ୍ବାଦିକ ସମ୍ମିଳନୀ । ଅନଲାଇନରେ ନିଶା କାରବାର ସହ କପଡା ଏବଂ ଜୋତା ଉପରେ କେନ୍ଦ୍ର ସରକାରଙ୍କ ନୂତନ GSTକୁ ବିରୋଧ । ଅଧିକ ପଢନ୍ତୁ

Berhampur Chamber of Commerce ତରଫରୁ ସାମ୍ବାଦିକ ସମ୍ମିଳନୀ
Berhampur Chamber of Commerce ତରଫରୁ ସାମ୍ବାଦିକ ସମ୍ମିଳନୀBerhampur Chamber of Commerce ତରଫରୁ ସାମ୍ବାଦିକ ସମ୍ମିଳନୀ
author img

By

Published : Nov 25, 2021, 12:46 PM IST

ବ୍ରହ୍ମପୁର: ଅନଲାଇନରେ ନିଶା କାରବାର ସହ କପଡା ଏବଂ ଜୋତା ଉପରେ କେନ୍ଦ୍ର ସରକାରଙ୍କ ନୂତନ GSTକୁ ବ୍ରହ୍ମପୁରରେ ଚାମ୍ବର ଅଫ୍ କର୍ମସ ପକ୍ଷରୁ ବିରୋଧ । ଏନେଇ ବ୍ରହ୍ମପୁର ଠାରେ ଚାମ୍ବର ଅଫ୍ କର୍ମସ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆମାଜନରେ ମାଦକ ଦ୍ରବ୍ୟ ବିକ୍ରି କରାଯାଉଥିବା ବେଳେ ଗତ କିଛି ଦିନ ତଳେ ଏ ନେଇ ପୋଲିସ ଦୁଇଟି ରାଜ୍ୟରେ ଗଞ୍ଜେଇ ଧରିବାରେ ସକ୍ଷମ ହୋଇଛି । ତେବେ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି ହୋଇଛି ।

Berhampur Chamber of Commerce ତରଫରୁ ସାମ୍ବାଦିକ ସମ୍ମିଳନୀ

ସେହିପରି ସରକାର ରେଡିମେଡି ପୋଷାକ ଉପରେ ପୂର୍ବରୁ କୈଣସି ଟିକସ ନଥିବା ବେଳେ ୫ ପ୍ରତିଶତ କରାଯାଇଥିଲା । ହେଲେ ବର୍ତ୍ତମାନ ତାହା ୧୨ ପ୍ରତିଶତ କରାଯିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏହାକୁ ବ୍ୟବସାୟୀ ମହାସଂଘ ପକ୍ଷରୁ ନିନ୍ଦା କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.