ETV Bharat / city

ବଣଭୋଜିରେ ଅଘଟଣ, ହ୍ରଦରେ ବୁଡି ଯୁବକ ମୃତ

ବଣଭୋଜି କରିବାକୁ ଯାଇ ଅଘଟଣ। ପାଣିରେ ବୁଡି ଯୁବକ ମୃତ। ଗ୍ରାମରେ ଶୋକାକୁଳ ପରିବେଶ।

author img

By

Published : Sep 4, 2019, 10:56 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର

ବ୍ରହ୍ମପୁର: ବଣଭୋଜି ହେଲା ଶେଷ ଭୋଜି। ଖୁସିର ମାହୋଲରେ ଘୋଟିଗଲା ଦୁଃଖର ବାଦଲ। ଗାଧୋଇବା ସମୟରେ ବୁଡି ଯାଇ ଯୁବକ ମୃତ। ଏହି ଘଟଣାଟି ବ୍ରହ୍ମପୁରରେ ଘଟିଛି। ସହରର 3 ଜଣ ଯୁବକ ଜିଲ୍ଲାର ଛତ୍ରପୁର ନିକଟବର୍ତ୍ତୀ ତାମ୍ପରା ହ୍ରଦ ନିକଟକୁ ବଣଭୋଜି କରିବାକୁ ଯାଇଥିବା ସମୟରେ ଏହି ଅଘଟଣଟି ଘଟିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର

ସୂଚନା ଅନୁଯାୟୀ, ଏକ କାର ଯୋଗେ ଯାଇଥିବା 3 ଜଣ ଯୁବକ ସନ୍ଧ୍ୟା ସମୟରେ ହ୍ରଦକୁ ଗାଧୋଇବାକୁ ଯାଇ ବୁଡିଯାଇଥିଲେ। ଏହାପରେ ସ୍ଥାନୀୟ ବୋର୍ଟ କ୍ଳବର ଦୁଇ ଜଣ ଯୁବକ ତାଙ୍କୁ ଉଦ୍ଧାର କରିବା ବେଳକୁ ଚିନ୍ମୟ ସାହୁ ନାମକ ଯୁବକର ମୃତ୍ୟୁ ଘଟିଥିଲା । ପରେ ସ୍ଥାନୀୟ ଅଗ୍ନିଶମ ବିଭାଗ ଶବକୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିବା ବେଳେ ବୁଧବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ମୃତ ଯୁବକ ଜଣଙ୍କ ବ୍ରହ୍ମପୁର ସହରର ଗାନ୍ଧୀନଗର ବୋଲି ଜଣାପଡିଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ବ୍ରହ୍ମପୁର ସହରର ତିନି ଜଣ ଯୁବକ ଜିଲ୍ଲାର ଛତ୍ରପୁର ନିକଟବର୍ତ୍ତୀ ତାମ୍ପରା ଦ୍ରଦ ନିକଟକୁ ବଣଭୋଜି କରିବାକୁ ଯାଇଥିବା ସମୟରେ ସେଠାରେ ଗାଧେଇବାକୁ ଯାଇ ପାଣିରେ ବୁଡି ଜଣେ ମୃତ୍ୟୁ ଘଟିଛି।
ଏକ କାର ଯୋଗେ ଯାଇଥିବା ଯୁବକ ମାନେ ସ°ନ୍ଧ୍ୟା ସମୟରେ ପାଣିକୁ ଯାଇ ବୁଡିଯାଇଥିବା ବେଳେ ସ୍ଥାନୀୟ ବୋର୍ଟ କ୍ଳବର ଦୁଇ ଜଣ ଯୁବକ ଉଦ୍ଧାର କରିବା ବେଳ କୁ ଚିନ୍ମୟ ସାହୁ ନାମକ ଯୁବକ ର ମୃତ୍ୟୁ ଘଟିଥିଲା ।ପରେ ସ୍ଥାନୀୟ ଅଗ୍ନିଶମ ବିଭାଗ ଶବକୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିବା ବେଳେ ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।ମୃତ ଯୁବକ ଜଣଙ୍କ ବ୍ରହ୍ମପୁର ସହରର ଗାନ୍ଧୀନଗର ଚତୁର୍ଥ ଲାଇନରେ ଘର ହୋଇଥିବା କୁହାଯାଇଛି।Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.