ETV Bharat / city

Municipal Election: ବ୍ରହ୍ମପୁରରେ ବିଜେଡିର ଷ୍ଟ୍ରଙ୍ଗ ରଣନୀତି

ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ରେଶମ ସହର ବ୍ରହ୍ମପୁର ମହାନଗର ନିଗମ(berhampur municipal corporation)ରେ ରାଜନୈତିକ ଉଷ୍ମତା ଲାଗି ରହିଛି । ମହାନଗର ନିଗମ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ଅଣ୍ଟା ଭିଡିଛି । ଅଧିକ ପଢନ୍ତୁ

author img

By

Published : Mar 11, 2022, 7:47 AM IST

Municipal  election:ବ୍ରହ୍ମପୁରରେ ବିଜେଡିର ଷ୍ଟ୍ରଙ୍ଗ ରଣନୀତି

ବ୍ରହ୍ମପୁର: ପାଖେଇ ଆସୁଛି ପୌର ନିର୍ବାଚନ । ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ରେଶମ ସହର ବ୍ରହ୍ମପୁର ମହାନଗର ନିଗମ(berhampur municipal corporation)ରେ ରାଜନୈତିକ ଉଷ୍ମତା ଲାଗି ରହିଛି । ମହାନଗର ନିଗମ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ଅଣ୍ଟା ଭିଡିଛି ।

ବ୍ରହ୍ମପୁରର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଜିଲ୍ଲା ବିଜେଡି ସଭାପତି ଡ.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଯୋଗ ଦେଇ ନିର୍ବାଚନ ପାଇଁ ଦଳର ରଣନୀତି ଉପରେ ମତ ରଖିଥିଲେ । ମହାନଗର ନିଗମ ନିର୍ବାଚନ ପାଇଁ ଆଜି(ଶୁକ୍ରବାର) ଠାରୁ ନିୟମିତ ଭାବରେ ୪ରୁ ୫ଟି ୱାର୍ଡରେ ନିର୍ବାଚନ ପ୍ରଚାର ଆରମ୍ଭ ହେବ ।

ଆସନ୍ତା ୨୪ରେ ପୌର ନିର୍ବାଚନ ପାଇଁ ମତଦାନ ରହିଥିବାରୁ ପ୍ରାର୍ଥୀପତ୍ର ଯାଞ୍ଚ ପରେ ଚୁଡାନ୍ତ ତାଲିକା ପ୍ରକାଶ ପାଇବା ପୂର୍ବରୁ ରଣନୀତି ପ୍ରସ୍ତୁତ କରିଛି ବିଜେଡି । ଏହି ସଭାରେ ମେୟର ପ୍ରାର୍ଥୀଙ୍କ ସମେତ ୪୨ଟି ୱାର୍ଡରେ ବିଜେଡି ଦଳରୁ ପ୍ରାର୍ଥୀ ହୋଇଥିବା ପ୍ରାର୍ଥୀ ଯୋଗ ଦେଇଥିଲେ । ମୁଖ୍ୟତଃ ପ୍ରତେକ ୱାର୍ଡରେ ପ୍ରଚାର ଓ ଦଳୀୟ କାର୍ଯ୍ୟକ୍ରମ ସହ କର୍ପୋରେଟରଙ୍କୁ ବିଜୟୀ କରାଇବାରେ ମଙ୍ଗ ଧରିବେ ଦଳୀୟ ନେତା । ରାଜ୍ୟ ସରକାରଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଯୋଜନା ସଂପର୍କରେ ଘରେ ଘରେ ଅବଗତ କରାଇବା ସହ ପ୍ରତି ଘରେ ପ୍ରାର୍ଥୀଙ୍କ ସହ ଦଳୀୟ କର୍ମୀମାନେ ପ୍ରଚାରରେ ସାମିଲ ହେବା ଉପରେ ଗୁରୁତ୍ଵ ଦେବାକୁ ଗୁରୁମନ୍ତ୍ର ଦେଇଛି ବିଜେଡି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.