ETV Bharat / city

ନୀଳଗିରି ଉପକାରାଗାରରେ ବିଚାରଧିନ କଏଦୀ ମୃତ - ବିଚାରଧିନ କଏଦୀ ମୃତ୍ୟୁ

ନୀଳଗିରି ଉପକାରାଗାରରେ ଜଣେ ବିଚାରଧିନ କଏଦୀଙ୍କ ମୃତ୍ୟୁ ହୋଇଛି । ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଟିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ନୀଳଗିଗି ଉପକାରାଗାରରେ ବିଚାରଧିନ କଏଦୀ ମୃତ
ନୀଳଗିଗି ଉପକାରାଗାରରେ ବିଚାରଧିନ କଏଦୀ ମୃତ
author img

By

Published : Jun 23, 2020, 2:15 PM IST

Updated : Jul 14, 2020, 6:53 AM IST

ବାଲେଶ୍ବର : ନୀଳଗିରି ଉପକାରାଗାର ଜଣେ ବିଚାରଧୀନ କଏଦୀଙ୍କ ମୃତ୍ୟୁ । କଏଦୀର ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏକ ଚୋରି ମାମଲାର ଗତ 20 ତାରିଖରେ ନୀଳଗିରି ଥାନା ଅଯୋଧ୍ୟା ଫାଣ୍ଡି ଅଧିନରେ ରାଜୁ ସିଂଙ୍କୁ ଗିରଫ କରାଯାଇଥିଲା । କୋର୍ଟ ଚାଲାଣ ପରେ ତାକୁ ବିଚାର ବିଭାଗୀୟ ହାଜତରେ ରଖା ଯାଇଥିଲା ।

ନୀଳଗିରି ଉପକାରାଗାରରେ ବିଚାରଧିନ କଏଦୀ ମୃତ

ସେପଟେ, ଅଯୋଧ୍ୟା ଫାଣ୍ଡିରେ ରାଜୁଙ୍କୁ ମାଡ଼ ମାରିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୂର୍ଚ୍ଛା ଜନିତ ରୋଗ କାରଣରୁ ରାଜୁଙ୍କ ମୃତ୍ୟୁ ହୋଇଛି ବୋଲି ପୋଲିସ କହିଛି। ଏହି ମାମଲାରେ ସ୍ୱତନ୍ତ୍ର ଭାବେ ତଦନ୍ତ କରାଯିବ ବୋଲି ଜଣାପଡିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jul 14, 2020, 6:53 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.