ETV Bharat / city

'ଖାଲି ଲୋକପ୍ରତିନିଧି ନୁହେଁ ତାଙ୍କ ପତ୍ନୀ ଓ ପରିବାର ବି ଦିଅନ୍ତୁ ସମ୍ପତ୍ତି ତାଲିକା' - list of assets of govt employee

କ୍ୟାବିନେଟରେ ପାସ ହୋଇଥିବା ନିର୍ବାଚିତ ଲୋକ ପ୍ରତିନିଧି ଓ ସରକାରୀ ଚାକିରିଆଙ୍କ ପାଇଁ ବାର୍ଷିକ ସମ୍ପତ୍ତି ତାଲିକା ପ୍ରଦାନ ବାଧ୍ୟତା ମୂଳକ ଉପରେ ନିଜର ଟିପ୍ପଣୀ ରଖିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଅରୁଣ ଦେ ।

'ଖାଲି ଲୋକପ୍ରତିନିଧି ନୁହେଁ ତାଙ୍କ ପତ୍ନୀ ଓ ପରିବାର ବି ଦିଅନ୍ତୁ ସମ୍ପତ୍ତି ତାଲିକା'

author img

By

Published : Dec 30, 2020, 1:33 PM IST

ବାଲେଶ୍ଵର:ଲୋକପ୍ରତିନିଧି ସମ୍ପତ୍ତି ତାଲିକା ପ୍ରଦାନ ପ୍ରସଙ୍ଗରେ ମତ ରଖିଲେ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଅରୁଣ ଦେ। ସରପଞ୍ଚ ହୁଅନ୍ତୁ କିମ୍ବା ସାଂସଦ ସମସ୍ତେ ନିଜର ସମ୍ପତ୍ତି ତାଲିକା ଦେବା ନିଷ୍ପତ୍ତି ସ୍ବାଗତ ଯୋଗ୍ୟ। ମାତ୍ର ସେମାନଙ୍କ ସ୍ତ୍ରୀ ଓ ପରିବାରର ସମ୍ପତ୍ତି ତାଲିକା ମଧ୍ୟ ପ୍ରଦାନ କରିବା ଆବଶ୍ୟକ।

'ଖାଲି ଲୋକପ୍ରତିନିଧି ନୁହେଁ ତାଙ୍କ ପତ୍ନୀ ଓ ପରିବାର ବି ଦିଅନ୍ତୁ ସମ୍ପତ୍ତି ତାଲିକା'

ନିର୍ବାଚିତ ପ୍ରତିନିଧିମାନେ ଦର୍ଶାଉଥିବା ତାଲିକା ଠାରୁ ଅନେକ ଗୁଣରେ ସେମାନଙ୍କ ସମ୍ପତ୍ତି ରହିଥାଏ । ଯାହାର ହିସାବ କାହା ପାଖରେ ନାହିଁ। ଏଥିପାଇଁ ରାଜ୍ୟ ସରକାର ସେସବୁ ଉପରେ ଦୃଷ୍ଟି ରଖିବା ପାଇଁ ଭିଜିଲାନ୍ସ ଟିମକୁ ଆହୁରି ସକ୍ରିୟ କରିବାର ଆବଶ୍ୟକତା ରହିଛି। ଯଦି ଏହା କରା ନଯାଏ ତେବେ ପ୍ରଣଦିତ ବିଲ କାର୍ଯ୍ୟକାରୀ ହେବା କଷ୍ଟସାଧ୍ୟ ବ୍ୟାପାର ହୋଇପାରେ ବୋଲି ଅରୁଣ ଦେ କହିଛନ୍ତି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.