ETV Bharat / business

2 ଦିନର ହ୍ରାସ ପରେ ମଜବୁତ ଟଙ୍କା, ନଇଁଲା ଡଲାର - Rupee snaps 2-day losing streak

ଅନ୍ତରବ୍ୟାଙ୍କ ବିଦେଶୀ ମୁଦ୍ରା ବଜାର ଡଲାର ତୁଳନାରେ ବଳବାନ ଟଙ୍କା । ବୁଧବାର ଡଲାର ତୁଳନାରେ ଟଙ୍କା 10 ପଇସା ସୁଦୃଢ ହୋଇ 74.27 ରେ ହୋଇଛି ବନ୍ଦ । ଅଧିକ ପଢନ୍ତୁ..

2 ଦିନର ହ୍ରାସ ପରେ ମଜବୁତ ଟଙ୍କା,  ନଇଁଲା ଡଲାର
2 ଦିନର ହ୍ରାସ ପରେ ମଜବୁତ ଟ2 ଦିନର ହ୍ରାସ ପରେ ମଜବୁତ ଟଙ୍କା, ନଇଁଲା ଡଲାର ଙ୍କା, ନଇଁଲା ଡଲାର
author img

By

Published : Jun 23, 2021, 8:23 PM IST

ମୁମ୍ବାଇ: 2 ଦିନ ଧରି ଜାରି ରହିଥିବା ଟଙ୍କା ମୂଲ୍ୟ ହ୍ରାସରେ ଲାଗିଲା ବ୍ରେକ । ବିଦେଶୀ ବଜାରରେ ଆମେରିକା ମୁଦ୍ରା ଦୁର୍ବଳ ପରେ ଅନ୍ତରବ୍ୟାଙ୍କ ବିଦେଶୀ ମୁଦ୍ରା ବଜାର (Interbank foreign exchange market) ରେ ବଳବାନ ହୋଇଛି ଟଙ୍କା । ବୁଧବାର ଡଲାର ତୁଳନାରେ ଟଙ୍କା 10 ପଇସା ସୁଦୃଢ ହୋଇ 74.27 ରେ ହୋଇଛି ବନ୍ଦ ।

ବିଦେଶୀ ମୁଦ୍ରା ବିନିମୟ ବଜାରରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ 74.26 ରେ ଖୋଲିଥିଲା । କାରବାର ସମୟରେ ଟଙ୍କା ସର୍ବୋଚ୍ଚ ସ୍ତର 74.07 ଓ ସର୍ବନିମ୍ନ 74.39 କୁ ଛୁଇଁଥିଲା । ଶେଷରେ ପ୍ରତି ଡଲାର ପିଛା ଟଙ୍କା 10 ପଇସା ବଢି 74.27 ରେ ବନ୍ଦ ହୋଇଛି ।

ମଙ୍ଗଳବାର ଟଙ୍କା 74.37 ରେ ବନ୍ଦ ହୋଇଥିଲା ।

ଏଥିମଧ୍ୟରେ ଛଅ ପ୍ରମୁଖ ମୁଦ୍ରା ତୁଳନାରେ ଆମେରକୀୟ ଡଲାର ସ୍ଥିତିକୁ ଦର୍ଶାଉଥିବା ଡଲାର ସୂଚକାଙ୍କ 0.01 ପ୍ରତିଶତ ହ୍ରାସ ହୋଇ 91.74 ରହିଛି । ବୈଶ୍ବିକ ତେଲ ବେଞ୍ଚମାର୍କ ବ୍ରେଣ୍ଟ କ୍ରୁଡ 0.95 ପ୍ରତିଶତ ବଢି ବ୍ୟାରେଲ ପିଛା 75.52 ଡଲାରରେ ପହଞ୍ଚିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.