ETV Bharat / business

ଖସିଲେ ବିଲ୍‌ ଗେଟସ୍‌: ଦୁନିଆର ଶ୍ରେଷ୍ଠ ଧନୀ ତାଲିକାର ଦ୍ବିତୀୟରେ ବର୍ଣ୍ଣାର୍ଡ - ବିଲ୍‌ ଗେଟସ୍‌

ମାଇକ୍ରୋସଫ୍ଟର ମୁଖ୍ୟ ବିଲ୍‌ ଗେଟସ୍‌ଙ୍କୁ ପଛରେ ପକାଇ ବର୍ଣ୍ଣାର୍ଡ ଆରନଲ୍ଟ(70) ବିଶ୍ବର ଶେଷ୍ଠ ଧନୀ ତାଲିକାର ଦ୍ବିତୀୟ ସ୍ଥାନରେ ପହଞ୍ଚିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jul 17, 2019, 3:01 PM IST

ନୂଆଦିଲ୍ଲୀ: 7.45 ଲକ୍ଷ କୋଟି ସମ୍ପତ୍ତି ସହିତ ଫ୍ରାନ୍ସ ବ୍ୟବସାୟୀ ବର୍ଣ୍ଣାର୍ଡ ଆରନଲ୍ଟ(70) ବିଶ୍ବର ଶେଷ୍ଠ ଧନୀ ତାଲିକାର ଦ୍ବିତୀୟ ସ୍ଥାନକୁ ଲମ୍ପ ପ୍ରଦାନ କରିଛନ୍ତି । ମାଇକ୍ରୋସଫ୍ଟର ମୁଖ୍ୟ ବିଲ୍‌ ଗେଟସ୍‌ଙ୍କୁ ସେ ପଛରେ ପକାଇଛନ୍ତି । ସଦ୍ୟ ତାଲିକା ଅନୁସାରେ ବିଲ୍‌ ଗେଟସ୍‌ ଗୋଟିଏ ସ୍ଥାନ ତଳକୁ ଖସି ତୃତୀୟ ସ୍ଥାନରେ ରହିଛନ୍ତି ।

ବର୍ଣ୍ଣାର୍ଡଙ୍କ କମ୍ପାନୀ ଏଲଭିଏମଏଚ୍‌ର ସେୟାରେ 1.38 ପ୍ରତିଶତ ଦ୍ରୁତ ଅଭିବୃଦ୍ଧି ମଙ୍ଗଳବାର ଆସିଥିଲା । ଫଳରେ ତାଙ୍କ ସମ୍ପତ୍ତି ହଠାତ୍‌ 108 ଆରବ ଡଲାର(7.45 କୋଟି)ରେ ପହଞ୍ଚିଯାଇଥିଲା । ଅନ୍ୟପଟେ ବିଲ୍‌ ଗେଟସ୍‌ଙ୍କ ନେଟ୍‌ ୱର୍ଥ 107 ଆରବ ଡଲାର(7.38କୋଟି)ରେ ରହିଛି ।

ଅନ୍ୟପଟେ ଆମାଜନ୍‌ର ମାଲିକ ଜେଫ୍‌ ବେଜୋସ୍‌ ବିଶ୍ବର ଧନୀ ତାଲିକାର ଶୀର୍କ୍ଷରେ ରହିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.