ETV Bharat / business

ବଜେଟକୁ ନେଇ ଖୁସ ସ୍ବାମୀନାଥନ, କୃଷି ଯୋଜନାକୁ କରିଛନ୍ତି ପ୍ରଂଶସା

author img

By

Published : Feb 5, 2020, 7:45 PM IST

ବଜେଟ ପରେ ଦେଶର ପ୍ରଖ୍ୟାତ କୃଷି ବୈଜ୍ଞାନିକ ଡ. ଏମଏସ ସ୍ବାମୀନାଥନଙ୍କ ସହ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର । ବଜେଟରେ କୃଷି ଯୋଜନାକୁ ଯେପରି ବିସ୍ତୃତ ଭାବେ ବର୍ଣ୍ଣନା ନେଇ ଖୁସି ଜାରି କରିଛନ୍ତି ସେ ।

Very happy Budget has detailed plan for Agriculture: Dr M S Swaminathan
ବଜେଟରେ ଖୁସ ସ୍ବାମିନାଥନ , କୃଷି ଯୋଜନାକୁ କରିଛନ୍ତି ପ୍ରଂଶସା

ଚେନ୍ନାଇ: 2020-21 ଆର୍ଥିକ ବର୍ଷର ବଜେଟକୁ ପ୍ରଂଶସା କରିଛନ୍ତି ଦେଶର ପ୍ରଖ୍ୟାତ କୃଷି ବୈଜ୍ଞାନିକ ଡ. ଏମଏସ ସ୍ବାମୀନାଥନ । ବିଶେଷ କରି ବଜେଟରେ କୃଷିକ୍ଷେତ୍ର ପାଇଁ ହୋଇଥିବା ଘୋଷଣାକୁ ସେ ସ୍ବାଗତ କରିଛନ୍ତି । ଇଟିଭି ଭାରତ ସହ ଆଲୋଚନା ସମୟରେ ସ୍ବାମୀନାଥନ ବଜେଟ ନେଇ ନିଜ ମତ ରଖିଛନ୍ତି।

ଏନେଇ ସେ କହିଛନ୍ତି, ‘ଚଳିତ ବର୍ଷ ବଜେଟରେ କୃଷି, ଗ୍ରାମୀଣ ବିକାଶ ପାଇଁ ବହୁତ ବିସ୍ତୃତ ଯୋଜନା ରହିଛି। ଏଥିପାଇଁ ମୋତେ ବହୁତ ଖୁସି ମିଳିଛି । ’

ସେ ଏହା କହିଛନ୍ତି, ‘ବଜେଟରେ କୃଷିକ୍ଷେତ୍ର ପାଇଁ କଣ ସବୁ ଯୋଜନା ଦରକାର ? ଆଉ କିପରି ସେସବୁକୁ କରାଯାଇପାରିବ, ତାହାକୁ ଅତି ସୁନ୍ଦର ଢଙ୍ଗରେ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ’

ବଜେଟକୁ ନେଇ ଖୁସ ସ୍ବାମୀନାଥନ

ଏଥର ବଜେଟ ଭାଷଣରେ ଅର୍ଥମନ୍ତ୍ରୀ କୃଷି, ଜଳସେଚନ ଓ ଗ୍ରାମୀଣ ବିକାଶ ପାଇଁ 2,83,202 ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ଆର୍ଥିକ ବର୍ଷ 2019-20 ପାଇଁ ଏହି ସଂଶୋଧିକ ଅନୁମାନ 2,49,910 କୋଟି ଟଙ୍କା ରହିଛି । କେନ୍ଦ୍ର ସରକାରଙ୍କ ଏହି ପ୍ରୟାସ ପାଇଁ ମୁଁ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ବାରମ୍ବାର ଧନ୍ୟବାଦ ଦେବାକୁ ଚାହୁଁଛି । କାରଣ ସେମାନେ ‘କୃଷି’କୁ ଏକ ପ୍ରମୁଖ ଆୟ ସୃଷ୍ଟି କରୁଥିବା ବ୍ୟବସାୟ ଉପରେ ଗୁରୁତ୍ବ ଦେଇଛନ୍ତି। ଏହା ସହ ପଶୁପାଳନ, ମତ୍ସଚାଷ (ସାଗର ମିତ୍ର ଯୋଜନା) ଓ ଜଙ୍ଗଲ ଉପରେ ମଧ୍ୟ ଫୋକସ ଦିଆଯାଇଛି। ଏନେଇ ନିଜ ଖୁସି ଜାହିର କରିଛନ୍ତି ସବୁଜ ବିପ୍ଲବର ପିତାମହ ସ୍ବାମୀନାଥନ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.