ETV Bharat / business

ଆମେରକା-ଚୀନ ବିବାଦ: ବିଗିଡିବ ବିଶ୍ବ ବ୍ୟାପର, ଭାରତ ପାଇଁ ସ୍ଥିତି ଗୁରୁତ୍ବପୂର୍ଣ୍ଣ - ଆମେରିକାରେ ରାଷ୍ଟ୍ରପତି ନିର୍ବଚନ

ବିଶ୍ବର ଦୁଇ ପ୍ରମୁଖ ଅଭିବୃଦ୍ଧିଶୀଳ ରାଷ୍ଟ୍ର ମଧ୍ୟରେ ବିବାଦ ପରିସ୍ଥିତି ଭାରତ ଏବଂ ବ୍ରାଜିଲ ପରି ଅର୍ଥନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅଧିକ ପଢନ୍ତୁ...

ଆମେରକା-ଚୀନ ବିବାଦ: ବିଗିଡିବ ବିଶ୍ବ ବ୍ୟାପର , ଭାରତ ପାଇଁ ସ୍ଥିତି ଗୁରୁତ୍ବପୂର୍ଣ୍ଣ

author img

By

Published : Jul 24, 2020, 7:23 PM IST

ନ୍ୟୁୟର୍କ: ଆମେରିକାରେ ରାଷ୍ଟ୍ରପତି ନିର୍ବଚନ ପାଖେଇ ଆସୁଥିବା ବେଳେ ଆମେରିକା ଓ ଚୀନ ବିବାଦ ଅଗକୁ ବଢିପାରେ । ଯାହା ଦ୍ବାରା ବୈଶ୍ବିକ ବ୍ୟାପର ସ୍ଥିତି ବିଗିଡିବ । ଆଉ ଏହି ସ୍ଥିତି ଭାରତ ଓ ବ୍ରାଜିଲ ଭଳି ଉଦୀୟମାନ ବଜାର ଦୃଷ୍ଟିକୋଣରୁ ଅତ୍ୟନ୍ତ ମହତ୍ବପୂର୍ଣ୍ଣ । ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଏ ନେଇ କହିଛନ୍ତି ।

ବିଶ୍ବର ଦୁଇ ପ୍ରମୁଖ ଅଭିବୃଦ୍ଧିଶୀଳ ରାଷ୍ଟ୍ର ମଧ୍ୟରେ ବିବାଦ ପରିସ୍ଥିତି କୋଭିଡ -19 ମଧ୍ୟରେ ଖୋଲିବାକୁ ଯାଉଥିବା ଭାରତ ଏବଂ ବ୍ରାଜିଲ ପରି ଅର୍ଥନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିସହ ରାଜନ ଚେତାବନୀ ଦେଇଛନ୍ତି କି, ଅର୍ଥନୀତିରେ ଏଭଳି ଅନେକ କମ୍ପାନୀ ରହିଛି ଯାହା କ୍ଷୟ ହୋଇଯିବ । ତେବେ ମହାମାରୀ ପରେ ପୁନରୁଦ୍ଧାର ପ୍ରକ୍ରିୟା ସହିତ ଆମକୁ ସ୍ଥିତି ଠିକ କରିବାକୁ ପଡିବ ।

ଗୁରୁବାର Pan IIT ୟୁଏସ ଭର୍ଚୁଆଲ କନଫରେନ୍ସକୁ ସମ୍ବୋଧନ କରି ରାଜନ କହିଛନ୍ତି କି, ଆମେରିକା ଏବଂ ୟୁରୋପର ବହୁ କମ୍ପାନୀ ହୋଇଯାଇଥିବେ । ସେହି ସମୟରେ ଆମେ ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବାକୁ ସମ୍ବଳ ବଣ୍ଟନ, ପୁଞ୍ଜି ସରଞ୍ଚନାରୁ ଗଠନର ପ୍ରୟାସ କରିବା ।

ଦି ନ୍ୟୁ ଗ୍ଲୋବାଲ ଇକୋନୋମିକ ନର୍ମ: ପୋଷ୍ଟ କୋଭିଡ -19 ଉପରେ ସମ୍ମିଳନୀକୁ ସମ୍ବୋଧନ କରି ରାଜନ କହିଛନ୍ତି କି, ନିଶ୍ଚିତ ଭାବେ ଆମେରିକାରେ ରାଷ୍ଟ୍ରପତିଙ୍କ ନିର୍ବାଚନ ଯେତେ ଯେତେ ପାଖେଇ ଆସିବ, ଆମେରିକା ଓ ଚୀନ ମଧ୍ୟରେ ବିବାଦ ବଢିଚାଲିବ । ଏହା ଦ୍ବାରା ବୈଶ୍ବିକ ବ୍ୟାପର ବିଗିଡିବ । ଏହା ଭାରତ , ବ୍ରାଜିଲ ଓ ମେକ୍ସିକୋ ଭଳି ଉଦୀୟମାନ ଅର୍ଥନୀତି ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ

ମହାମାରୀ ହେତୁ ଏହି ଦେଶର ଅର୍ଥନୀତିର ଅବସ୍ଥା ମଧ୍ୟ ବହୁତ ଖରାପ ହେବ । ଏଭଳି ପରିସ୍ଥିତିରେ, ଯେତେବେଳେ ଏହି ଦେଶଗୁଡ଼ିକ ସେମାନଙ୍କର ଅର୍ଥନୀତି ଖୋଲୁଛନ୍ତି, ସେତେବେଳେ ସେମାନଙ୍କୁ ଚାହିଦାର ଆବଶ୍ୟକ ହେବ । ଯାହାଦ୍ୱାରା ସେମାନେ ସଙ୍କଟରୁ ମୁକୁଳିପାରିବେ ।

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ପୂର୍ବତନ ଚେୟାରମ୍ୟାନ୍ ତଥା ସେଲ୍ସଫୋର୍ସ ଇଣ୍ଡିଆର ସିଇଓ ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ ମଧ୍ୟ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.