ETV Bharat / business

ଇରାନ-ଆମେରିକା ବିବାଦ, 162 ପଏଣ୍ଟ କମିଲା ସେନସେକ୍ସ

author img

By

Published : Jan 3, 2020, 5:37 PM IST

ବାଗଦାଦ ଏୟାର ଷ୍ଟ୍ରାଇକ ପ୍ରଭାବ। ସପ୍ତାହରେ ଶେଷ କାରବାର ଦିନରେ 162 ପଏଣ୍ଚ ଖସିଲା ସେନସେକ୍ସ। 70 ଡଲାର ନିକଟତର ବ୍ୟାରେଲ ପିଛା ଅଶୋଧିତ ତୈଳ ଦର।

Sensex drops over 162 points on US-Iran flare-up
ଇରାନ-ଆମେରିକା ବିବାଦ , 162 ପଏଣ୍ଟ କମିଲା ସେନସେକ୍ସ

ନୂଆଦିଲ୍ଲୀ: ବାଗଦାଦରେ ଆମରିକାର ଏୟାରଷ୍ଟ୍ରାଇକ ପ୍ରଭାବରେ ଖସିଲା ଭାରତୀୟ ବଜାର ଅଭିବୃଦ୍ଧି । ଶୁକ୍ରବାର କାରବାର ଶେଷ ସୁଦ୍ଧା ସେନସେକ୍ସ 162 ପଏଣ୍ଟ ଖସିଛି। ସେପଟେ ଅନ୍ତର୍ଜାତୀୟ ବଜାରରେ 70 ଡଲାର ନିକଟତର ବ୍ୟାରେଲ ପିଛା ଅଶୋଧିତ ତୈଳ ଦର।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 162.03 ପଏଣ୍ଟ କମି 41,464.61 ରେ ବନ୍ଦ ହୋଇଛି। ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 55.55 ପଏଣ୍ଟ ହ୍ରାସ ପାଇ 12,226.65 ରେ କାରବାର ବନ୍ଦ କରିଛି।

ବ୍ୟବସାୟୀଙ୍କ କହିବା ଅନୁଯାୟୀ, ଇରାକରେ ଆମେରିକାର ଆକ୍ରମଣ ଆକ୍ରମଣ ପରେ ନିବେଶ ପଛଘୁଞ୍ଚା ଦେଉଛନ୍ତି। ଫଳରେ ବଜାରରେ ଅଭିବୃଦ୍ଧି କମିଛି।

ଗୁରୁବାର ସେନସେକ୍ସ 320.62 ପଏଣ୍ଟ ବଢି 41,626.64 ଓ ନିଫ୍ଟି 99.70 ପଏଣ୍ଟ ବୃଦ୍ଧିପାଇ 12,282.20 ରେ କାରବାର ବନ୍ଦ କରିଥିଲା।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.