ETV Bharat / business

NBFC ସଙ୍କଟ, ବ୍ୟାଙ୍କ ଉପରେ ଲଦି ହେଉଛି NPA ବୋଝ - ଏନବିଏଫସି ସଙ୍କଟ

ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥାନ (ଏନବିଏଫସି)ରେ ଲିକ୍ୟୁଡିଟି କାଏମ ସଙ୍କଟ ଯୋଗୁଁ ବ୍ୟାଙ୍କିଙ୍ଗ ସେକ୍ଟର ଉପରେ ଅନାଦେୟ ଋଣ (ଏନପିଏ) ଭାର ବଢୁଛି । ରେଟିଙ୍ଗ ଏଜେନ୍ସି ମୁଡିସର ଏକ ରିପୋର୍ଟରେ ଏ ନେଇ ଆଶଙ୍କା କରାଯାଇଛି ।

NBFC crisis poses more bad loan risks for banks: Report
NBFC ସଙ୍କଟ , ବ୍ୟାଙ୍କ ଉପରେ ଲଦି ହେଉଛି ଏନପିଏ ଭାର
author img

By

Published : Dec 13, 2019, 7:32 PM IST

ନୂଆଦିଲ୍ଲୀ: ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥାନ (ଏନବିଏଫସି)ରେ ଲିକ୍ୟୁଡିଟି କାଏମ ସଙ୍କଟ ଯୋଗୁଁ ବ୍ୟାଙ୍କିଙ୍ଗ ସେକ୍ଟର ଉପରେ ଅନାଦେୟ ଋଣ (ଏନପିଏ) ଭାର ବଢୁଛି । ରେଟିଙ୍ଗ ଏଜେନ୍ସି ମୁଡିସର ଏକ ରିପୋର୍ଟରେ ଏ ନେଇ ଆଶଙ୍କା କରାଯାଇଛି ।

ଶୁକ୍ରବାର ଜାରି ମୁଡିସ ଇନଭେଷ୍ଟର୍ସ ସର୍ଭିସ ରିପୋର୍ଟ ମୁତାବକ, ବ୍ୟାଙ୍କିଙ୍ଗ ସେକ୍ଟରରେ ଏନପିଏ ବିପଦ ଏନବିଏଫସି ଉପରେ ଆର୍ଥିକ ନିର୍ଭର କମ୍ପାନୀ ଯୋଗୁଁ ବଢିପାରେ । ସାଧାରଣତଃ ଏନପିଏର ପ୍ରସାର ଏନବିଏଫସିରୁ ଋଣଗ୍ରହୀତା ଓ ଶେଷରେ ବ୍ୟାଙ୍କ ଭିତରେ ରହିଥାଏ । ଏହା ଦ୍ବାରା ବ୍ୟାଙ୍କ ସମ୍ପତ୍ତି ଗୁଣବତ୍ତାରେ ସୁଧାର, ତାହାର ପ୍ରଫିଟ ଓ ପୁଞ୍ଜି ଉପରେ ପ୍ରଭାବ ପକାଇଥାଏ ।

2018 ସେପ୍ଟେମ୍ବରରେ IL&FS ଦେବାଳିଆ ହେବା ପରଠୁ ଏନବିଏଫସି କ୍ଷେତ୍ରରେ ଲିକ୍ୟୁଡିଟି ସଙ୍କଟ ଲାଗି ରହିଛି ।

ମୁଡିସ କହିଛି ଯେ, 2018 ସେପ୍ଟେମ୍ବରରେ IL&FS ଦ୍ବାରା ଋଣ କିସ୍ତି ଭରଣରେ ଅନିୟମତା ଯୋଗୁଁ ଏନବିଏଫସିକୁ ଆର୍ଥିକ ପୋଷଣ ସମସ୍ୟା ଭୋଗିବାକୁ ପଡୁଛି । ଏଥିଯୋଗୁଁ ଋଣ ଉପଲବ୍ଧ ପାଇଁ ଅଣ ବ୍ୟାଙ୍କିଙ୍ଗ ଋଣଦାତା ଉପରେ ନିର୍ଭର ଅର୍ଥବ୍ୟବସ୍ଥାରେ ବ୍ୟାଙ୍କ ପାଇଁ ସମ୍ପତ୍ତିର ଗୁଣବତ୍ତା ବିପଦ ବଢିଥାଏ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.