ETV Bharat / business

ଏକ୍ସପର୍ଟ ଟିପ୍ସ, ଏହି ଉପାୟରେ ନିଜ ମୋବାଇଲକୁ ରଖନ୍ତୁ ସୁରକ୍ଷିତ

ସ୍ମାର୍ଟଫୋନ ପ୍ରିୟ ଭାରତୀୟଙ୍କ ପାଇଁ ସୁରକ୍ଷା ଅଧିକ ଗୁରୁତ୍ବପୂର୍ଣ୍ଣ । ଏଥିପାଇଁ ଦରକାର ସୁରକ୍ଷିତ ବୀମା ପଲିସି । ଜାଣନ୍ତୁ କଣ ସବୁ ପଲିସି ରହିଛି ଯାହା ଆପଣଙ୍କ ଫୋନକୁ କରିବ ପ୍ରୋଟେକ୍ଟ ...

Know three ideas to insure your smartphone
ଏକ୍ସପର୍ଟ ଟିପ୍ସ, ଏହି ଉପାୟରେ ନିଜ ଫୋନକୁ ରଖନ୍ତୁ ସୁରକ୍ଷିତ
author img

By

Published : Dec 30, 2019, 1:24 PM IST

ହାଇଦ୍ରାବାଦ: ଦୁନିଆର ସର୍ବବୃହତ୍ତ ସ୍ମାର୍ଟଫୋନ ମାର୍କେଟ ଭିତରୁ ଭାରତ ଗୋଟିଏ । ଭାରତୀୟ ସ୍ମାର୍ଟଫୋନ କିଣିବା ସହ ଏହାର ଆସେସରିଜ(ସାମଗ୍ରୀ) ଉପରେ ମଧ୍ୟ ଜମେଇକି ଖର୍ଚ୍ଚ କରେ । ତେବେ ଏତେ ଖର୍ଚ୍ଚ ପରେ କଣ ଆପଣଙ୍କ ଫୋନ ସୁରକ୍ଷିତ କି ?

ଏହି ସାମଗ୍ରୀ ଭିତରେ ମୋବାଇଲ କଭର, ହେଡଫୋନ, ପାୱାର ବ୍ୟାଙ୍କ, ସ୍କ୍ରିନ ଗାର୍ଡ ଆଦି ସାମିଲ ରହିଛି । ଦାମୀ ମୋବାଇଲର ବ୍ୟବହାର ଅଧିକା ବ୍ୟୟବହୁଳ ମଧ୍ୟ ରହିଥାଏ । ଆଉ ଏହାର ସୁରକ୍ଷା ପାଇଁ ବହୁତ ଇକମର୍ସ କମ୍ପାନୀ ବହୁତ କମ ଦାମରେ ବୀମା ପଲିସି ଦେଉଛନ୍ତି । ଯାହାକୁ ମୋବାଇଲ ଚୋରୀ, ହଜେଇବା, ସ୍କ୍ରିନ କାର୍ଡ ଡ୍ୟାମେଜ, ପାଣିରେ ନଷ୍ଟ ଆଦି କାରଣରୁ ହୋଇଥିବା କ୍ଷତିର ଭରଣରେ ଦିଆଯାଏ ।

ତେବେ ଏହା ବ୍ୟତୀତ ଏପରି ପଲିସି ରହିଛି, ଯାହା ଆପଣଙ୍କ ମୋବାଇଲ ସ୍ମାର୍ଟଫୋନ ପାଇଁ ମହତ୍ବପୂର୍ଣ୍ଣ । ଆସନ୍ତୁ ଜାଣିବା ଏପରି କିଛି ପଲିସି ବିଷୟରେ....

ଆକ୍ସିଡେଣ୍ଟ ୱାରେଣ୍ଟି ପଲିସି

ଅଧିକଭାବେ ମ୍ୟାନୁଫ୍ୟାକ୍ଚରିଙ୍ଗ ମୋବାଇଲ ସହ ବର୍ଷେର ୱାରେଣ୍ଟି ରହିଥାଏ । ଏଥିସହ ଆକ୍ସିଡେଣ୍ଟ ପଲିସି ନେବା ପରେ ଏହାର ଅବଧି 3 ବର୍ଷକୁ ବୃଦ୍ଧି ହୁଏ । ବର୍ଷେ ପରେ ଯଦି ୱାରେଣ୍ଟି ସହ ଜଡିତ ସମସ୍ୟା ଉପୁଜିଲେ ଏହା ଅଧିକ ସହଯୋଗ କରିଥାଏ ।

ଏକ୍ସପର୍ଟ ଟିପ୍ସ, ଏହି ଉପାୟରେ ନିଜ ଫୋନକୁ ରଖନ୍ତୁ ସୁରକ୍ଷିତ
ଆକ୍ସିଡେଟ ୱାରେଣ୍ଟି ପଲିସି

ଭାରତରେ ବଜେଟରେ ସ୍ମାର୍ଟଫୋନ ବିକ୍ରି ଅଧିକ ହୁଏ । ଆଉ ଏହି ପଲିସି ଉପରେ ଗ୍ରାହକ ଆଶ୍ଚର୍ଯ୍ୟ ହୋଇଯାଏ କି ମ୍ୟାନୁଫାକ୍ଚରିଙ୍ଗ ସହ ଜଡିତ ବହୁ ସମସ୍ୟା ହେଲେ ଏହା କିଛି କ୍ଷତି ହେବନାହିଁ । ଯଦିଓ ଏହା ଧ୍ୟାନ ଦେବା ଜରୁରୀ ଯେ, ଏହା ଚୋରୀ କିମ୍ବା ଫୋନର ବଡିରେ କ୍ଷତିର ଭରଣ କରିବ ନାହିଁ ।

ସାଇବର ବୀମା ପଲିସି

ପୂର୍ବରୁ ସମୟରେ ପର୍ସ କିମ୍ବା ୱାଲେଟରେ ଚୋରୀ ଚିନ୍ତା ରହୁଥିଲା । ହେଲେ ଆଜି ଡିଜିଟାଲ(ସାଇବକ କ୍ରାଇମ) ଚିନ୍ତାରେ ଏହା ବଦଳିଯାଇଛି । ଏବେ ସୋସିଆଲ ମିଡିଆ ଆକାଉଣ୍ଟରେ ହେରାଫେରୀ, ଫଟୋକୁ ବର୍ବାଦ, ବାୟୋଡାଟା ଚୋରୀ, ଅନଲାଇନ ଠକେଇ, ବ୍ୟାଙ୍କ ଡିଟେଲ୍ସ ଚୋରୀ, ସାଇବର ଚୋରୀ, ଫସେଇବା ଆଦି ଘଟଣା ଅଦିକ ପରିମାଣରେ ଦେଖିବାକୁ ମିଳୁଛି । ଏପରି ସ୍ଥିତିରେ ସାଇବର ବୀମା ପଲିସି କୌଣସି ବି ସମୟରେ ଆପଣଙ୍କ କଭରର ସୁରକ୍ଷା କରିବ ।

Know three ideas to insure your smartphone
ସାଇବର ବୀମା ପଲିସି

ଫୋନକୁ ଗୃହ ବୀମାରେ ସାମିଲ
ଏକ ଭଲ ଗୃହ ଋଣ କଭର ଆପଣଙ୍କ ମୋବାଇଲ ଫୋନ ପାଇଁ ସମସ୍ତ ବିପଦକୁ ବଞ୍ଚାଇବ । ଏହା ଅନୁଯାୟୀ ମୋବାଇଲକୁ ସବୁ ପ୍ରକାର ସୁରକ୍ଷା ମିଳିଥାଏ । ଏତିରେ ଚୋରୀ, ଠକେଇ, ଆକ୍ସିଡେଣ୍ଟାଲ ଇମେଜ ଆଦି ସାମିଲ ରହିଥାଏ ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.