ETV Bharat / business

80 ପ୍ରତିଶତ କମିଛି ସ୍ବାସ୍ଥ୍ୟ ସେକ୍ଟର ରାଜସ୍ବ : ସର୍ଭେ

author img

By

Published : May 29, 2020, 11:31 PM IST

କୋରୋନା ମାଡରେ ପ୍ରଭାବିତ ହସ୍ପିଟାଲ । ଭାରତରେ ସ୍ବାସ୍ଥ୍ୟସେବା ସୁବିଧାର ରାଜ୍ୟସ୍ବରେ 80 ପ୍ରତିଶତ ହ୍ରାସ ହୋଇଛି । ଅଧିକ ପଢନ୍ତୁ...

health sector revenue
80 ପ୍ରତିଶତ କମିଛି ସ୍ବାସ୍ଥ୍ୟ ସେକ୍ଟର ରାଜସ୍ବ

ନୂଆଦିଲ୍ଲୀ: କୋଭିଡ-19 ଯୋଗୁଁ ଭାରତରେ ଘରୋଇ ସ୍ବାସ୍ଥ୍ୟ ସେବା ସେକ୍ଟର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଦେଶରେ ସ୍ବାସ୍ଥ୍ୟ ସୁବିଧାର ହାରାହାରୀ ରାଜସ୍ବ ପାଖାପାଖି 80 ପ୍ରତିଶତ ହ୍ରାସ ପାଇଛି । ଶୁକ୍ରବାର ଏକ ନୂଆ ସର୍ବେକ୍ଷଣରେ ଏ ନେଇ ପ୍ରକାଶ ପାଇଛି ।

କୋରୋନା ଭାଇରସ ପ୍ରକୋପ ରୋକିବାକୁ ମାର୍ଚ୍ଚ 24ରୁ ଦେଶବ୍ୟାପି ଲକଡାଉନ ଜାରି ରହିଛି । ଏହାର ପ୍ରଭାବ ଭାରତୀୟ ହସ୍ପିଟାଲ ଉପରେ ଦେଖିବାକୁ ମିଳିଛି । ବିଶେଷ କରି କ୍ଷୁଦ୍ର ଓ ମଧ୍ୟମ ଆକାରର ହସ୍ପିଟାଲ ଏଥିଯୋଗୁଁ ଆର୍ଥିକ ସଙ୍କଟରେ ଜୁଝୁଛନ୍ତି । ଯାହାକି ଏବେ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ଘରୋଇ ସ୍ବାସ୍ଥ୍ୟ ଉଦ୍ୟୋଗ ଉପରେ କୋରୋନାର ପ୍ରଭାବ ଆକଳନ ପାଇଁ ସ୍ବାସ୍ଥ୍ୟ ଉଦ୍ୟୋଗ (healthcare industry body)NATHEALTH ଦ୍ବାରା ସର୍ବେକ୍ଷଣ କରାଯାଇଛି । ଏଥିରେ 69 ସହରରେ 251 ସ୍ବାସ୍ଥ୍ୟ ସୁବିଧାକୁ ସାମିଲ କରାଯାଇଛି ।

ଏଥିରୁ ନିଷ୍କର୍ଷ ମିଳିଛ କି, ସର୍ବେକ୍ଷଣରେ ସାମିଲ 90 ପ୍ରତିଶତ ସ୍ବାସ୍ଥ୍ୟ ସୁବିଧାକୁ ଆର୍ଥିକ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡୁଛି । ସେପଟେ 21 ପ୍ରତିଶତ ସୁବିଧା ହିଁ ବିପଦରେ ପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.