ETV Bharat / business

ମୋବାଇଲ ଫୋନ ଉପରେ 18 ପ୍ରତିଶତ ପର୍ଯ୍ୟନ୍ତ ଜିଏସଟି - ଦ୍ରବ୍ୟ ଓ ସେବା କର

ମୋବାଇଲ ଫୋନ ଉପରେ 12 ପ୍ରତିଶତରୁ 18 ପ୍ରତିଶତ ଦ୍ରବ୍ୟ ଓ ସେବା କର (ଜିଏସଟି) ଲାଗୁ କରାଯିବ । ଏନେଇ ଶନିବାର ଜିଏସଟି କାଉନସିଲ ବୈଠକରେ ନିଷ୍ପତ୍ତି ହୋଇଛି । ଅଧିକ ପଢନ୍ତୁ...

GST rate on mobile phones hiked to 18 pc
ମୋବାଇଲ ଫୋନ ଉପରେ 18 ପ୍ରତିଶତ ପର୍ଯ୍ୟନ୍ତ ଜିଏସଟି
author img

By

Published : Mar 14, 2020, 10:51 PM IST

ନୂଆଦିଲ୍ଲୀ: ମୋବାଇଲ ଫୋନ ଉପରେ 12 ପ୍ରତିଶତରୁ 18 ପ୍ରତିଶତ ଦ୍ରବ୍ୟ ଓ ସେବା କର (ଜିଏସଟି) ଲାଗୁ କରାଯିବ । ଏନେଇ ଶନିବାର ଜିଏସଟି କାଉନସିଲ ବୈଠକରେ ନିଷ୍ପତ୍ତି ହୋଇଛି ।

ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ହାତ ତିଆରି ଓ ଯନ୍ତ୍ର ନିର୍ମିତ ଦିଆସିଲିରେ ସାର୍ବଜନୀନ ଭାବେ 12 ପ୍ରତିଶତ ଜିଏସଟି ଲାଗୁକରାଯିବ । ସେହିପରି ଯନ୍ତ୍ର ନିର୍ମିତ ଉପରେ ଏକକ ଭାବେ 18 ପ୍ରତିଶତ ଜିଏସଟି ଲାଗୁ କରାଯାଇଥିବା ବେଳେ ହାତ ତିଆରି ଦିଆସିଲି ଉପରେ 5 ପ୍ରତିଶତ ହାରରେ ଜିଏସଟି ଲାଗୁ କରାଯିବ ।

ସେହିପରି ବିମାନ ପରିଚାଳନା, ମରାମତି ଭଳି ସେବା ପାଇଁ ଜିଏସଟି ହାର 18 ପ୍ରତିଶତରୁ 5 ପ୍ରତିଶତ ମଧ୍ୟରେ ରହିବ ବୋଲି ଜିଏସଟି କାଉସିଲରେ ନିଷ୍ପତ୍ତି ନିଆଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.