ETV Bharat / business

ଶ୍ରମ ମନ୍ତ୍ରାଳୟର ସ୍ପଷ୍ଟୀକରଣ, ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣରେ ବିଳମ୍ବ ଆମେ ଚାହୁଁନୁ

ସର୍ବନିମ୍ନ ମଜୁରୀ ଓ ଜାତୀୟ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ କରିବାରେ କୌଣସି ବିଳମ୍ବ କରିବେ ନାହିଁ ସରକାର । ଏ ନେଇ ସ୍ପଷ୍ଟୀକରଣ ଦେଲା ଶ୍ରମ ମନ୍ତ୍ରାଳୟ । ଅଧିକ ପଢନ୍ତୁ..

author img

By

Published : Jun 19, 2021, 7:52 PM IST

ଶ୍ରମ ମନ୍ତ୍ରାଳୟର ସ୍ପଷ୍ଟୀକରଣ ,  ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣରେ ବିଳମ୍ବ ଆମେ ଚାହୁଁନୁ

ନୂଆଦିଲ୍ଲୀ: ସରକାର ସର୍ବନିମ୍ନ ମଜୁରୀ ଓ ଜାତୀୟ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ କରିବାରେ କୌଣସି ବିଳମ୍ବ କରିବେ ନାହିଁ । ଏହି ପ୍ରସଙ୍ଗରେ 3 ବର୍ଷର କାର୍ଯ୍ୟରତ ବିଶେଷଜ୍ଞ ସମିତି ଗଠନ ହୋଇଛି । ଆଉ ଏହାର ଲକ୍ଷ୍ୟ ସର୍ବନିମ୍ନ ମଜୁରୀ ଓ ଜାତୀୟ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ କରିବାରେ ବିଳମ୍ବ ନେଇ ରହିଛି ବୋଲି ଖବର ଆସିଥିଲା । ତେବେ ଏହି ଖବର ଆସିବା ପରେ ଶ୍ରମ ମନ୍ତ୍ରାଳୟ ଶନିବାର ସ୍ପଷ୍ଟୀକରଣ ଦେଇଛି ।

ଏହା ପୂର୍ବରୁ ଚଳିତ ମାସରେ ମନ୍ତ୍ରାଳୟ ଘୋଷଣା କରିଥିଲା କି, କେନ୍ଦ୍ର ଏହି ପ୍ରସଙ୍ଗରେ ପ୍ରସିଦ୍ଧ ଅର୍ଥନୀତିଜ୍ଞ ଅଜିତ ମିଶ୍ରାଙ୍କ ଅଧ୍ୟକ୍ଷତାରେ ଏକ ବିଶେଷଜ୍ଞ ସମୂହର ଗଠନ କରିଛି । ଏହି ଗ୍ରୁପ ସର୍ବନିମ୍ନ ମଜୁରୀ ଓ ପାରିଶ୍ରମିକ ନିର୍ଦ୍ଧାରଣ କରିବା ପାଇଁ ଟେକନିକ ସୂଚନା ଓ ସୁପାରିଶ ଦେବ । ବିଶେଷଜ୍ଞ ସମୂହର କାର୍ଯ୍ୟକାଳ 3 ବର୍ଷର ରହିଛି ।

‘‘ ମିଡିଆର କିଛି ଶ୍ରେଣୀରେ ଏଭଳି ଖବର ଆସିଛି କି, ସମୂହ ଗଠନର ଲକ୍ଷ୍ୟ ହେଉଛି କି ସରକାରଙ୍କ ଦ୍ବାରା ସର୍ବନିମ୍ନ ମଜୁରୀ ଓ ଜାତୀୟ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ କରିବାରେ ବିଳମ୍ବର କରିବାର ପ୍ରୟାସ । ଏ ନେଇ ଅଂଶୀଦାର ଭାବୁଥିବା କୁହାଯାଉଛି ବୋଲି ଜଣାଇଛନ୍ତି ମନ୍ତ୍ରାଳୟ ।

ତେବେ ଏଭଳି ଖବରକୁ ଖଣ୍ଡନ କରି ମନ୍ତ୍ରାଳୟ ସ୍ପଷ୍ଟୀକରଣ ରଖିଛି କି, ସରକାରଙ୍କ ଏଭଳି କୌଣସି ଇଚ୍ଛା ନାହିଁ । ବିଶେଷଜ୍ଞ ସମୂହ ଯଥାସମ୍ଭବ ନିଜ ସୁପାରିଶ ପ୍ରଦାନ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.