ETV Bharat / business

5.7% ଖସିଛି ଗ୍ଲୋବାଲ ସ୍ମାର୍ଟଫୋନ ବିକ୍ରି

ସମଗ୍ର ବିଶ୍ବରେ ସ୍ମାର୍ଟଫୋନର ମୋଟ ବିକ୍ରି 2020ର ତୃତୀୟ ତ୍ରୟମାସରେ 36.6 କୋଟି ରହିଛି । ଯାହାକି ଗତ ବର୍ଷ ଏହି ଅବଧି ତୁଳନାରେ 5.7 ପ୍ରତିଶତ କମ ରହିଛି । ଅଧିକ ପଢନ୍ତୁ...

author img

By

Published : Nov 30, 2020, 6:17 PM IST

5.7% ଖସିଛି ଗ୍ଲୋବାଲ ସ୍ମାର୍ଟଫୋନ ବିକ୍ରି
5.7% ଖସିଛି ଗ୍ଲୋବାଲ ସ୍ମାର୍ଟଫୋନ ବିକ୍ରି

ନୂଆଦିଲ୍ଲୀ: 2020 ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ସମଗ୍ର ବିଶ୍ବରେ ସ୍ମାର୍ଟଫୋନର ମୋଟ ବିକ୍ରି 36.6 କୋଟି ରହିଛି । ଯାହାକି ଗତ ବର୍ଷ ଏହି ଅବଧି ତୁଳନାରେ 5.7 ପ୍ରତିଶତ କମ ରହିଛି । ଗାର୍ଟନର ଏକ ରିପୋର୍ଟରେ ଏନେଇ ଖୁଲାସା ହୋଇଛି ।

ବୈଶ୍ବିକ ଭାବେ ଏବେ ସୁଦ୍ଧା ସ୍ମାର୍ଟଫୋନର ମୋଟ ବିକ୍ରି 40.1 କୋଟି ୟୁନିଟ ବିକ୍ରି ହୋଇଛି । ଯାହାକି ଗତ ବର୍ଷ ତୁଳନାରେ 8.7 ପ୍ରତିଶତ କମ ଅଛି । 22 ପ୍ରତିଶତ ମାର୍କେଟ ସେୟାର ସହ ସାମସଙ୍ଗ ଏହି ସୂଚୀରେ ପ୍ରଥମରେ ରହିଛି । ଯେତେବେଳେ କି 14.1 ପ୍ରତିଶତ ସହ ହୁୱାଇ ଦ୍ବିତୀୟ ପାହାଚରେ ଅଛି ।

4.44 କୋଟି ୟୁନିଟ ବିକ୍ରି ସହ ସାଓମି Xiaomi ପ୍ରଥମ ଥର ଆପକୁ ପଛରେ ପକାଇ ତୃତୀୟ ସ୍ଥାନ ଅକ୍ତିଆର କରିଛି । ସେପଟେ 4.005 କୋଟି ୟୁନିଟ ବିକ୍ରି ସହ ତୃତୀୟ ତ୍ରୟମାସର ସୂଚୀରେ ଆପଲ ଚତୁର୍ଥ ସ୍ଥାନରେ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.